Odisha Link
Bridging the Missing Links in Odisha
Daily Archives

April 3, 2021

ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପନ ହେଲା ସିଏଜି ରିପୋର୍ଟ। ୨୦୧୯-୨୦ ବର୍ଷ ପାଇଁ ପ୍ରକାଶ ପାଇଲା ସିଏଜି ରିପୋର୍ଟ। ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସାଧାରଣ ଓ ସାମାଜିକ, ରାଜସ୍ବ ଓ ଆର୍ଥିକ କ୍ଷେତ୍ରରେ ସିଏଜି ରିପୋର୍ଟ ପ୍ରକାଶ କରାଯାଇଛି।

କଳାହାଣ୍ଡିର ଲିମସେର ଗାଁକୁ କଣ୍ଟେନମେଣ୍ଟ…

କଳାହାଣ୍ଡି: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନ। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। କଳାହାଣ୍ଡି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ବୃନ୍ଦାବାହାଳ ପଞ୍ଚାୟତ ଲିମସେର ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଲିମସେର ଗାଁରେ ଜଣେ…

ଏହି ଜିଲ୍ଲାରେ ମାଇକ୍ରୋ କଣ୍ଟେନମେଣ୍ଟ…

ଫୁଲବାଣୀ: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନ। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି।ଏହାରି ମଧ୍ୟରେ ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ୨ ନମ୍ବର ୱାର୍ଡ ଡାକପାଳର ସ୍କୁଲ ସାହି ଓ ୫ ନମ୍ବର ୱାର୍ଡର ୫ଟି ଘରକୁ ମାଇକ୍ରୋ…

ଅଶାନ୍ତ ଆମେରିକାର ରାଜଧାନୀ, ହିଂସା ପରେ…

ଓ୍ବାଶିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ ଓ୍ବାଶିଂଟନ୍‌ ଡିସି ଅଶାନ୍ତ। ପୁଣିଥରେ ରକ୍ତରଞ୍ଜିତ ହୋଇ ଉଠିିଛି ରାଜଧାନୀ। ଅଚାନକ ଏକ ସନ୍ଦେଜନକ କାର ଆସି ୨ ଜଣ ପୁଲିସ କର୍ମଚାରୀଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ହେବା ସହିତ ଅନ୍ୟ ଜଣେ ଗୁରୁତର ଆହତ ହୋଇ…

ସମ୍ବଲପୁର ହୋମିଓ ପ୍ୟାଥିକ କଲେଜରେ…

ସମ୍ୱଲପୁର: ବୁର୍ଲା ଭିସୁଟ୍ ପରେ ଏବେ ସମ୍ବଲପୁର ହୋମିଓ ପ୍ୟାଥିକ କଲେଜରେ ର‍୍ୟାଗିଙ୍ଗ୍ ଅଭିଯୋଗ। ଦ୍ବିତୀୟ ବର୍ଷର ୪ ଜଣ ଛାତ୍ରୀ ର‍୍ୟାଗିଙ୍ଗ୍ ଶିକାର ହୋଇଛନ୍ତି। ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ରାଗିଂରେ ଛାତ୍ରୀଙ୍କ ସହ ଛାତ୍ର ସାମିଲ ଥିବା ଅଭିଯୋଗ…

ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ…

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ମୁଖ୍ୟ ଅତିଥି ଭାବେ ଶ୍ରୀ ନାଇଡୁ ଯୋଗ ଦେଇଥିବା ବେଳେ ସମାରୋହର ଅଧ୍ୟକ୍ଷତା କରିଥିଲେ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଅପରପକ୍ଷେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା…

ରାଜ୍ୟରେ କରୋନା, ଗତ ୨୪ ଘଣ୍ଟାରେ ୪୫୨…

ଭୁବନେଶ୍ବର: ରାଜ୍ୟରେ ବିଗତ କିଛିଦିନ ହେବ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୨୨୨୪ରେ ପହଁଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୬୭ ଜଣ…

କରୋନା: ରାଜଧାନୀ ପାଇଁ ନୂଆ ଗାଇଡଲାଇନ୍‌…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ଭୁବନେଶ୍ବର ମହାନଗର ନିଗମ ଜାରି କରିଛି ନୂଆ ଗାଇଡଲାଇନ୍। ବିଏମସି ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍‌ ଅନୁସାରେ ଏଣିକି ବିବାହ ଉତ୍ସବରେ କେବଳ ଶହେ ଲୋକ ଏକାଠି ହୋଇପାରିବେ। ଏଥିସହିତ…