Odisha Link
Bridging the Missing Links in Odisha
Daily Archives

April 8, 2021

ଲସି ଦୋକାନ ଉପରେ ମାଡ଼ିଗଲା ତେଲ…

କଟକ: କଟକ ଜଗତପୁର ପିରବଜାର ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ତେଲ ଟ୍ୟାଙ୍କର ରାସ୍ତା କଡ଼ରେ ଏକ ଲସି ଦୋକାନ ଉପରେ ମାଡ଼ି ଯାଇଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଛି। ମିଳିଥିବା ସୂଚନା…

ଚାଷୀଙ୍କୁ ଚଡ଼କ: ପୁଣି ବଢ଼ିଲା ସାର ଦର

ନୂଆଦିଲ୍ଲୀ: ଇଫ୍‌କୋ ପକ୍ଷରୁ ପୁଣି ସାରର ଦରବୃଦ୍ଧି କରାଯାଇଛି। ଭାରତୀୟ ଚାଷୀମାନଙ୍କଦ୍ବାରା ବହୁଳ ବ୍ୟବହୃତ ଡିଏପି ସାରର ମୂଲ୍ୟ ମାତ୍ର ଦେଢ଼ବର୍ଷ ଭିତରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧିପାଇଛି। ଏପ୍ରିଲ ୭, ୨୦୨୧ରେ ଇଫକୋ ପକ୍ଷରୁ ନୂଆ ଦରତାଲିକା ଜାରି କରାଯାଇଛି। ଇଫକୋ ପକ୍ଷରୁ ଜାରି ନୂଆ ଦୂର ଚଳିତ…

କୋଭିଡ୍‌ ନିୟମ ଉଲ୍ଲଂଘନ: ୨୪ ଘଣ୍ଟାରେ ୨୫…

ଭୁବନେଶ୍ବର: କୋଭିଡ୍‌ ନିୟମ ଉଲ୍ଲଂଘନ ବାବଦରେ ୨୪ ଘଣ୍ଟାରେ ଆଦାୟ ହେଇଛି ୨୫ ଲକ୍ଷ ଟଙ୍କା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଥିବା ସ୍ପେଶାଲ ଡ୍ରାଇଭରେ ରାଜ୍ୟ ପୋଲିସ ପକ୍ଷରୁ ୨୫ ଲକ୍ଷ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି। ଗତ ୨୪ ଘଣ୍ଟାରେ ୨୫ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ…

ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀଙ୍କୁ…

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ ପ୍ରସିଦ୍ଧ ଧାବିକା ଦୂତୀ ଚାନ୍ଦ ଏ ବାବଦରେ ସାମାଜିକ ଗଣମାଧ୍ୟମରେ ମତ ରଖି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସାଧାରରତଃ ରାଜନୀତି ଠାରୁ ଦୂରେଇ ରହୁଥିବା ଦୂତୀ ଫେସବୁକରେ ଜଣେ ବନ୍ଧୁଙ୍କ ମତ ଉପରେ ପ୍ରତିମନ୍ତବ୍ୟ ଦେଇ ଲେଖିଛନ୍ତି- "ତମର…

କରୋନା ସ୍ଥିତି ଆଗକୁ କ’ଣ ହେବ କିଛି କହି…

ଭୁବନେଶ୍ୱର: ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ। ପରିସ୍ଥିତି ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି। ଆଗକୁ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି । ଶ୍ରୀ ପରିଡ଼ା କହିଛନ୍ତି ଯେ, ଭାଇରସର ଏହି ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ…

ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଏବର୍ଷ ବି ରୁକୁଣା ରଥ ଟାଣିପାରିବେନି ଶ୍ରଦ୍ଧାଳୁ। ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରୁକୁଣା ରଥଯାତ୍ରାରେ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନାହିଁ।। କେବଳ ପରମ୍ପରା ରକ୍ଷା କରି ରୁକୁଣା ରଥଯାତ୍ରା ପାଳନ କରାଯିବ। ନିଷ୍ପତ୍ତି…

ବାହାର ରାଜ୍ୟରୁ ଆସିଲେ RTPCR ଟେଷ୍ଟ…

ଭୁବନେଶ୍ୱର: ଏଣିକି ଓଡ଼ିଶାକୁ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଟେଷ୍ଟ ନ କରିବେ ସେମାନଙ୍କୁ ୭ ଦିନ ଲାଗି କ୍ୱାରେଣ୍ଟିନରେ ରଖାଯିବ। ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଏନେଇ ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା…

ମଧ୍ୟପ୍ରଦେଶରେ ଲାଗୁହେଲା ଲକଡାଉନ୍

ନୂଆଦିଲ୍ଲୀ: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଦେଶରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତିରେ ସୃଷ୍ଟି କରିଛି। ଏହାରି ମଧ୍ୟରେ ସଂକ୍ରମଣକୁ ରୋକିବା ପାଇଁ ମଧ୍ୟପ୍ରଦେଶରେ ଲକଡାଉନ୍‌ ଲାଗୁ କରାଯାଇଛି। ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ…

ଏହି ଦେଶରେ ଭାରତୀୟଙ୍କ ପ୍ରବେଶ ନେଇ…

ନୂଆଦିଲ୍ଲୀ: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ଭାରତରୁ ଆସୁଥିବା ସମସ୍ତ ବିମାନ ସେବା ଉପରେ ରୋକ୍ ଲଗାଇଛନ୍ତି। ଏପ୍ରିଲ ୧୧ରୁ ୨୮ ପର୍ଯ୍ୟନ୍ତ…

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି, 3-T…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ଅଧିକ ଟେଷ୍ଟିଂ କଲେ ଅଧିକ ପିଜିଟିଭ ଆସୁଛି। ଏଥିପାଇଁ 3-T ଫର୍ମୁଲା ଉପଯୋଗ କରାଯାଉଛି ବୋଲି ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯାହାର ହୋମ୍ ଆଇସୋଲେସନ ପାଇଁ ସୁବିଧା ନଥିବ…