Odisha Link
Bridging the Missing Links in Odisha
Daily Archives

April 8, 2021

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଗୁଣୁପୁରୁ…

ଭୁବନେଶ୍ୱର: ଗୁଣୁପୁର ସ୍ଥିତ ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ ଇଂଜିନିଅରିଂ ଆଣ୍ଡ ଟେକ୍ନୋଲୋଜି ଆସନ୍ତା ୩ ଦିନ ପାଇଁ ବନ୍ଦ। ବିଶ୍ୱବିଦ୍ୟାଳୟରୁ ଗତକାଲି ୨ କରୋନା ପଜିଟିଭ୍ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ଘୋଷଣା କରାଯାଇଛି। କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୁଣୁପୁରୁ ଉପଜିଲ୍ଲାପାଳଙ୍କ…

ରାଜ୍ୟରେ ଟିକା ସଙ୍କଟ, ୭୦୦ କେନ୍ଦ୍ର…

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାର ଅଭାବ। କୋଭିଡ ଟିକା ମହଜୁଦ ନଥିବାରୁ ଟିକାକରଣରେ ବାଧାପ୍ରାପ୍ତ ହେଲାଣି। ରାଜ୍ୟର ପ୍ରାୟ ୭ଶହ ଟିକାଦାନ କେନ୍ଦ୍ର ବନ୍ଦ ହେଲାଣି। ଆଉ ୨ ଦିନ ଭିତରେ କେନ୍ଦ୍ର ଟିକା ନଦେଲେ ପୁରା ଟିକାଦାନ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏନେଇ ପରିବାର କଲ୍ୟାଣ…

କରୋନା ସ୍ଥିତି ନେଇ ବିଏମସି କମିଶନରଙ୍କ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି। ଭୁବନେଶ୍ୱରରେ ଲକଡାଉନ ଓ ସଟଡାଉନ ନେଇ ଚିନ୍ତା କରିନୁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ଶ୍ରୀ ଚୌଧୁରୀ କହିଛନ୍ତି ଯେ, କୋଭିଡ ସଂକ୍ରମଣ ଦିନକୁ ଦିନ ବଢି ବଢି ଚାଲିଛି। ଆମକୁ ସଜାଗ…

ଏସବିଆଇ ମେନ ବ୍ରାଞ୍ଚ ୪ ଦିନ ସିଲ୍

ଭୁବନେଶ୍ୱର: ଏସବିଆଇ ମେନ ବ୍ରାଞ୍ଚ ୪ ଦିନ ସିଲ୍। ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)କୁ ପୁଣି ସିଲ କରାଯାଇଛି। ପ୍ରଥମେ ଏସବିଆଇ ମେନ ବ୍ରାଞ୍ଚ୍‌ ୨ ଦିନ  ସିଲ୍‌ ହେବା ନେଇ ଘୋଷଣା ହୋଇଥିବାବେଳେ ଏବେ ୪ ଦିନ ବନ୍ଦ ରହିବ। ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ବ୍ୟାଙ୍କକୁ ଆଉ…

କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଲେ ମୋଦି

ନୂଆଦିଲ୍ଲୀ: ଆଜି କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ଏମସ୍‌ରେ ଟିକାର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ପୂର୍ବରୁ ସେ ମାର୍ଚ୍ଚ ୧ ତାରିଖରେ ପ୍ରଥମ ଡୋଜ୍ ନେଇଥିଲେ। ଏନେଇ ସେ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିସହ ମୋଦୀ ଜନସାଧାରଣଙ୍କୁ ଅପିଲ୍…

କରୋନା ଭୟ, ଭାରତରେ ଟି-୨୦ ବିଶ୍ଵ କପ୍‌…

ନୂଆଦିଲ୍ଲୀ: ବିଗତ କିଛି ଦିନ ହେବ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ଦେଶବାସୀ। ପ୍ରତିଦିନ ଦେଶରେ ଲକ୍ଷାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ କେତେକ ସ୍ଥାନରେ ସଟ୍‌ ଡାଉନ୍‌ ମଧ୍ୟ ଲାଗୁ କରିଛନ୍ତି ସରକାର। ଦେଶରେ କରୋନା ମାମଲା ବଢ଼ିବାରେ…

କଟକରେ ସିଲ୍ ହେଲା କୋଚିଂ ସେଣ୍ଟର

କଟକ: ପୁଣି ଅଣାୟତ୍ତ କଲାଣି କରୋନା ମହାମାରୀ। ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି। ଏଥିସହ ପ୍ରତିଦିନ କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ କରି କୋଚିଂ ସେଣ୍ଟର ସିଲ୍‌ କରାଯାଉଛି। ଆଜି କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ କୋଚିଂ ସେଣ୍ଟର ସିଲ୍‌ କରିଛି କଟକ ମହାନଗର ନିଗମ।…

ରାଜ୍ୟରେ ଅଣାୟତ୍ତ କରୋନା, ୮୭୯ ପଜିଟିଭ୍…

ଭୁବନେଶ୍ବର: ପୁଣି ଅଣାୟତ୍ତ କଲାଣି ମହାମାରୀ କରୋନା। ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୮୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୬୧ଜଣ ସ୍ଥାନୀୟ…

ସୁନ୍ଦରୀ ପ୍ରତିଯୋଗିତା: ବିଜେତାଙ୍କୁ…

ବ୍ୟୁରୋ: ସୁନ୍ଦରୀ ପ୍ରତିଯୋଗିତା ମଞ୍ଚରେ ଦେଖିବାକୁ ମିଳିଛି ଅଭାବନୀୟୟ ଘଟଣା। ବିଜୟିନୀଙ୍କୁ 'ଛାଡ଼ୁରି' ବୋଲି ଆକ୍ଷେପ କରିବା ସହ ତାଙ୍କ ମୁଣ୍ଡ ଉପରୁ ମୁକୁଟ ଛଡ଼ାଇ ନେଇଛନ୍ତି ପୂର୍ବତନ ବିଜେତା। ଏ ନେଇ ଆୟୋଜକ କ୍ଷମା ମାଗିଥିବା ବେଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ମୁକୁଟ ବିଜୟିନୀ।…