Odisha Link
Bridging the Missing Links in Odisha
Daily Archives

April 9, 2021

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ,…

ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ। ଆଜି ଅନୁଷ୍ଠିତ ହେଉଥିବା ଓଟିଇଟି ପ୍ରଥମ ସିଟିଂ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ପ୍ରଥମ ସିଟିଂର ଡି’ ସେଟ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ପରୀକ୍ଷା ସିଟିଂ ଶେଷ ପୂର୍ବରୁ ମୋବାଇଲକୁ ପ୍ରଶ୍ନ…

ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା,…

ଭୁବନେଶ୍ବର: ରାଜ୍ୟରେ ବିଗତ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାଫଳରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ହେବ ନା ନାଇଁ ଅନିଶ୍ଚିତତା ଲାଗି ରହିଥିଲା। ତେବେ ଏସବୁ ରାଜ୍ୟ ସରକାର ଲାଗି ରହିଥିବା ଅନିଶ୍ଚିତତା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ରାଜ୍ୟ…

ଅପ୍ରେଲ୍ ୧୧ରେ ଇଗ୍ନୋ ପ୍ରବେଶିକା…

ଭୁବନେଶ୍ୱର: ଆସନ୍ତା ଅପ୍ରେଲ୍‌ ୧୧ ତାରିଖରେ ଇଗ୍ନୋ ପ୍ରବେଶିକା ପରୀକ୍ଷା। ବିଏଡ, ପୋଷ୍ଟ ବେସିକ ବିଏସସି ନର୍ସିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ୱା ବିଦ୍ୟାଳୟ (ଇଗ୍ନୋ)ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ…

ରାୟଗଡ଼ାରେ ସିଲ୍‌ ହେଲା ସିନେମା ହଲ୍

ରାୟଗଡ଼ା: ହୁ ହୁ ପଢିବାରେ ଲାଗିଛି କରୋନା ସଂକ୍ରମଣ ହାର। ଓଡ଼ିଶାରେ କରୋନା ଗ୍ରାଫ ଉପରମୁହାଁ ରହୁଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ଭିତରେ ଏକ ଆଜି ରାୟଗଡ଼ାରେ ଏକ ସିନେମା ହଲକୁ ସିଲ କରାଯାଇଛି । ରାୟଗଡ଼ାରେ ଥିବା ଅଶୋକ ସିନେମା ହଲକୁ ସିଲ କରାଯାଇଛି। କୋଭିଡ ନିୟମ ଉଲ୍ଲଂଘନ…

ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ…

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କରୋନା ସମ୍ପର୍କରେ ରାଜ୍ୟବାସୀଙ୍କୁ କିଛି ପରାମର୍ଶ ଦେଇପାରନ୍ତି ବୋଲି ଆଶା କରାଯାଉଛି। ରାଜ୍ୟରେ ଏବେ ହୁ ହୁ ପଢିବାରେ ଲାଗିଛି କରୋନା ସଂକ୍ରମଣ ହାର। ଦିନକୁ ଦିନ କରୋନା ଲମ୍ବଡିଆଁ…

କରୋନା ଡର: ଗଞ୍ଜାମରେ ପର୍ଯ୍ୟଟକଙ୍କ ପାଇଁ…

ଭୁବନେଶ୍ବର: ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର। ଏଥିସହ ରାଜ୍ୟରେ ମଧ୍ୟ କରୋନା ଗ୍ରାଫ୍‌ ଉପରମୁହାଁ ରହୁଛି। କରୋନା ସଂକ୍ରମଣକୁ ଦୃଷ୍ଟିର ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପର୍ଯ୍ୟଟକଙ୍କ ପାଇଁ ନୂଆ କଟକଣା ଜାରି କରିଛନ୍ତି। କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସପ୍ତାହର ନିର୍ଦ୍ଧିଷ୍ଟ…

ଦୂର ହେବ ସମସ୍ୟା, ଅପରାହ୍ନରେ ଟିଟିଲାଗଡ…

ବଲାଙ୍ଗିର: ଟିଟଲାଗଡ଼ ବାସୀଙ୍କ ପାଇଁ ଖୁସି ଖବର। ଦୂର ହେବ ବହୁ ଦିନର ସମସ୍ୟା। ଗମନାଗମନ ସମସ୍ୟାକୁ ନେଇ ବହୁ ଦିନରୁ ଦାବି ହୋଇ ଆସୁଥିବା ବେଳେ ଆଜି ଅପରାହ୍ନରେ ଟିଟିଲାଗଡ଼ ରେଳ ଓଭରବ୍ରିଜ୍‌ ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫.୩୦ରେ ଭିଡିଓ କନଫରେନ୍ସିଂରେ ଏହାକୁ…

୩ ସ୍ୱାସ୍ଥ୍ୟକର୍ମୀଙ୍କୁ ମାଓବାଦୀଙ୍କ…

ଛତିଶଗଡ଼: ଛତିଶଗଡ଼ ବିଜାପୁରରେ ପୁଣି ମାଓବାଦୀମାନେ ନିଜର ସ୍ଥିତି ଜାହିର କରିଛନ୍ତି। ଗତକାଲି ଜଣେ ଅପହୃତ ଯବାନଙ୍କୁ ଛାଡ଼ିବା ପରେ ଆଜି ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁୁ ମାଓବାଦୀମାନେ ଅପହରଣ କରିଛନ୍ତି। ଛତିଶଗଡ଼ ବିଜାପୁର ୱେଡେଙ୍ଗେଲ ଥାନା କଙ୍କାନାର ଗ୍ରାମରୁ ମାଓବାଦୀମାନେ ସମ୍ପୃକ୍ତ ୩…

ହଷ୍ଟେଲ ବନ୍ଦକୁ ନେଇ ବାଣୀବିହାରରେ…

ଭୁବନେଶ୍ୱର: ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ଧାରଣା। ହଷ୍ଟେଲ ବନ୍ଦକୁ ବିରୋଧ କରି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ରଛାତ୍ରୀମାନେ ବିକ୍ଷୋଭ କରିବା ସହ ଏନଏଚ ଅବରୋଧ କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ହଷ୍ଟେଲ ବନ୍ଦ କରିବା ପାଇଁ…

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କୀ…

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର। ଦକ୍ଷିଣ କଶ୍ମୀର ଅନ୍ତର୍ଗତ ଶୋପିଆଁ ଏବଂ ପୁଲ୍‌ଓ୍ଵାମା ଜିଲ୍ଲାରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଦୁଇ ପୃଥକ୍‌ ‘ଏନ୍‌କାଉଣ୍ଟର୍‌’ରେ ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଚାରିଜଣ ଯବାନ ଆହତ ହୋଇଥିବାର ଜଣାପଡିଛି।…