ପିପିଲି ଗଠନ ପାଇଁ ପିପିଲିବାସୀ ନୀରବ…
ପିପିଲି: ଦୀର୍ଘ ୩୫ ବର୍ଷର ଶାସନ ପରେ ବି ପିପିଲି-ଡେଲାଙ୍ଗରେ ଆଖିଦୃଶିଆ ବିକାଶ ହୋଇନାହିଁ। ରାଜ୍ୟ ରାଜଧାନୀ ଠାରୁ ମାତ୍ର ୨୫ କିମି ଦୂରରେ ଥିବା ପିପିଲି ନିର୍ବାଚନମଣ୍ଡଳୀରେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁନାହିଁ। ପିପିଲି ଡେଲାଙ୍ଗବାସୀ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ରହୁଛନ୍ତି। ପ୍ରଧାନମନ୍ତ୍ରୀ…