Odisha Link
Bridging the Missing Links in Odisha
Daily Archives

April 12, 2021

ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ

କଟକ: ଗ୍ୟାଙ୍ଗଷ୍ଟାର ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ। କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି ୟାକୁବ। ପୂର୍ବରୁ ଆତ୍ମସମର୍ପଣ କରିବା ନେଇ ଗଣମାଧ୍ୟମରେ ଆଗରେ କହିଥିଲା ୟାକୁବ। ଏଥିସହ ହାଇଦରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରଖିଛି କମିଶନରେଟ୍‌ ପୋଲିସ। ଗତକାଲି ଏକ…

ଇମାମୀ ପେପର ମିଲ୍ରୁ ୧୦୧ ପଜିଟିଭ ଚିହ୍ନଟ

ବାଲେଶ୍ୱର: କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ଭିତରେ ଇମାମୀ ପେପର ମିଲରୁ ୧୦୧ ପିଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ବାଲେଶ୍ୱର ଜିଲ୍ଲାରୁ  ୧୫୮ ପଜିଟିଭ ମଧ୍ୟରୁ କେବଳ ଇମାମୀରୁ ୧୦୧…

ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କୁ…

ସୁନ୍ଦରଗଡ: କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ହ୍ରାସ ନେଇ ଜନସାଧାରଣଙ୍କୁ ସରକାରୀ କାର୍ଯ୍ୟାଳୟ ଆସିବାକୁ ମାରଣ କରାଯାଇଛି। କରୋନା ଯୋଗୁଁ ଜନସାଧାରଣଙ୍କୁ…

ସଇତାନ ଶିକ୍ଷକ: ନାବାଳିକା ଛାତ୍ରୀଙ୍କୁ…

କଟକ: ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ। ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ। କଟକର ଏକ ଘରୋଇ ସ୍କୁଲ ଗଣିତ ଶିକ୍ଷକ ଛାତ୍ରୀଙ୍କୁ ହୋଟେଲ ଡାକି ଭିଏସଟି ଏକ୍ସାମ୍ ନାଁରେ ଦୁସ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ମଧୁପାଟଣା ଥାନାରେ ଅଭିଯୋଗ…

ସୁଶୀଲ ଚନ୍ଦ୍ରା ଦେଶର ପରବର୍ତ୍ତୀ ମୁଖ୍ୟ…

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ କେନ୍ଦ୍ର ନିର୍ବାଚନ ଅଧିକାରୀ ସୁଶୀଲ ଚନ୍ଦ୍ରା। ରବିବାର ଦିନ ସୁୁଶୀଲ ଚନ୍ଦ୍ରାଙ୍କ ନାମରେ ମୋହର ମାରିଛନ୍ତି କେନ୍ଦ୍ର ସରକାର। ସୂଚନାଥାଉକି, ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ତଳେ ଥିବା ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟ ନିର୍ବାଚନ…

ସୁପ୍ରିମକୋର୍ଟର ୫୦% କର୍ମଚାରୀ କରୋନା…

ନୂଆଦିଲ୍ଲୀ: ଅଣାୟତ୍ତ ହେଲାଣି ମହାମାରୀ କରୋନା। ସରକାରୀ, ବେସରକାରୀ କାର୍ଯ୍ୟାଳୟ ଶିକ୍ଷାନୁଷ୍ଠାନ ପରେ ଏବେ ସୁପ୍ରିମକୋର୍ଟରେ କରୋନା କାୟା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ପ୍ରାୟତଃ ୫୦ ପ୍ରତିଶତ କର୍ମଚାରୀ ଓ ଅଧିକାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମିତ ଚିହ୍ନଟ ପରେ କୋର୍ଟ…

ରାସ୍ତା ପାଇଁ ରାସ୍ତା ରୋକ

ବାଲେଶ୍ବର: ରାସ୍ତା ପାଇଁ ରାସ୍ତା ରୋକ କଲେ ଲୋକେ। ରାସ୍ତା ମରାମତି ଦାବିରେ ୬୦ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌) ଅବରୋଧ କଲେ ଲୋକେ। ଆଜି ସକାଳୁ ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥରେ। ମିଳିଥିବା ସୂଚନା ମୁତାବିକ, ବାଲେଶ୍ବର ଜିଲ୍ଲାର…

ପିପିଲି ଉପନିର୍ବାଚନ: ଆଜି ବିଜେଡି…

ଭୁୁବନେଶ୍ବର: ଏପ୍ରିଲ ୧୭ ତାରିଖରେ ଅନୁଷ୍ଠିତ ହେବ ପିପିଲି ଉପନିର୍ବାଚନ। ଏଥିପାଇଁ ଜୋରଦାର ପ୍ରଚାର କରୁଛନ୍ତି ବିଜେଡି ଓ ବିଜେପି। ଘର ଘର ବୁଲି ବିଜେଡି ଓ ବିଜେପି କର୍ମୀ ଭୋଟ ଭିକ୍ଷା କରୁଥିବା ବେଳେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପଙ୍କ ପାଇଁ ଭୋଟ୍‌ ଭିକ୍ଷା…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ବର: ଆଜି ମଧ୍ୟାହ୍ନରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବିକ, ଦିନ ସାଢ଼େ ୧୨ଟା ବେଳେ ଏହି…

ବାଣୀବିହାରରେ କରୋନା: ୫ ଛାତ୍ର ପଜିଟିଭ,…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରିଛି କରୋନା ସଂକ୍ରମଣ। ଏପରିକି ଦିନକୁ ଦିନ ଉତ୍କଳ ବିଶ୍ୱବିଦ୍ୟାଳୟରେ କରୋନା ସଂକ୍ରମଣ ସ୍ଥିତି ବିଗିଡ଼ିବାରେ ଲାଗିଛି । ଉତ୍କଳ ବିଶ୍ବ ବିଦ୍ୟାଳୟର ୫ ଛାତ୍ର କରୋନା…