Odisha Link
Bridging the Missing Links in Odisha
Daily Archives

April 13, 2021

ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଲେ…

ଭୁବନେଶ୍ୱ: ପିପିଲି ଉପନିର୍ବାଚନ ଅବସରରେ ଗତ କାଲି ମୁଖ୍ୟମନ୍ତ୍ରୀ ନିଜ ଦଳ ପାଇଁ ଭର୍ଚୁଆଲ ରାଲି ମାଧ୍ୟମରେ ପ୍ରଚାର କଲେ। ରାଜ୍ୟରେ ବିକାଶର ଗୋଲାପି ଚିତ୍ର ଆଙ୍କିଲେ। ମାତ୍ର ତୃଣମୁଳ ସ୍ତରରେ ବାସ୍ତବ ସ୍ଥିତି ସଂପର୍କରେ କାହିଁକି ମୁହଁରେ ତୁଣ୍ଡି ଦେଇ ରହିଲେ, ଯାହାକି ପିପିଲି-ଡେଲାଙ୍ଗ ଜନସାଧାରଣଙ୍କୁ…

ରମଜାନ ପାଇଁ CMCର ଗାଇଡଲାଇନ ଜାରି

କଟକ: ରମଜାନ ପର୍ବ ପାଇଁ ଗାଇଡଲାଇନ ଜାରି କରିଛି CMC। ରମଜାନ ପର୍ବରେ ଗହଳି ଏଡାଇବା ପାଇଁ ଗାଇଡଲାଇନ ଜାରି କରାଯାଇଛି। ରମଜାନ ବେଳେ ମସଜିଦ୍‌ ଭିତରେ ବାହାରେ ଗହଳିକୁ ବାରଣ କରାଯାଇଛି। ନମାଜ ବେଳେ ୧୦୦ ଜଣ କିମ୍ବା ହଲ୍‌ କ୍ଷମତାର ୫୦% ଯାହା କମ୍‌ ଗ୍ରହଣୀୟ ବୋଲି କୁହାଯାଇଛି। ମସଜିଦରେ ପ୍ରବେଶ…

ହାଇଦର ଫେରାର ପଛରେ ସଲ୍ଲୁ ସାମିଲ:…

କଟକ: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ କାହାର ହାତ ରହିଛି ସେ ନେଇ ସୂଚନା ଦେଇଛନ୍ତି କଟକ ଡିସିପି। ହାଇଦର ଫେରାର ପଛରେ ସହଯୋଗୀ ସଲ୍ଲୁର ହାତ ଥିବା ବେଳେ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ନେଇ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ସେକ୍ ୟାକୁବ ଓରଫ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ମାନିଛି।…

ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର…

ଭୁବନେଶ୍ୱର: ଆସନ୍ତା କାଲି ପବିତ୍ର ବିଷୁବ ସଂକ୍ରାନ୍ତି। ବିଷୁବ ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ ଜାରି ହୋଇଛି କଟକଣା। କରୋନା ସଂକ୍ରମଣକୁ ଦୃଷ୍ଟି ରଖି ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ଆସିବାକୁ ମନା କରାଯାଇଛି। ବିଏମସି କଟକଣା ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ହୋଇପାରିବନି ପଣା ବଣ୍ଟନ…

ଜାତକ ନ ସୁଝିବାରୁ ଜୀବନ ହାରିଲେ…

ଝାରସୁଗୁଡ଼ା: ଜାତକ ନ ସୁଝିବାରୁ ଜୀବନ ହାରିଲେ ପ୍ରେମୀଯୁଗଳ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କୁମ୍ଭାରବନ୍ଧ ପୋଲିସ ଫାଣ୍ଡି ରେଙ୍ଗାଳି କିଷାନପଡ଼ା ଗାଁରେ। ଜାତକ ନ ସୁଝିବାରୁ ପରିବାର ଲୋକେ ବିବାହ କରେଇ ଦେବାକୁ ଅମଙ୍ଗ ହେବାରୁପ୍ରେମୀଯୁଗଳ ବେକରେ ଦଉଡ଼ି ଲଗାଇ…

ବିଜେପିରେ ଯୋଗଦେବେ ଭର୍ତୃହରି!

ଭୁବନେଶ୍ବର: ବିଜୁ ଜନତା ଦଳ ସାଂସଦ ଭର୍ତୃହରି ମହତାବ ଭାରତୀୟ ଜନତା ଦଳ ଆଡ଼କୁ କ୍ରମଶଃ ଢଳୁଛନ୍ତି। ଏକଦା ବିଜେଡିର ଆଗଧାଡ଼ିର ନେତା ଭାବେ ଜଣାଶୁଣା ଭର୍ତୃହରି ଏବେ ଦଳ ପାଇଁ ପ୍ରାୟ ଅଲୋଡ଼ା ହେବା ପରି ମନେ ହେଉଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ପଦ୍ମ ପୋଖରୀକୁ ଲମ୍ଫ ମାରିବା ନେଇ ଅନୂମାନ…

ପିପିଲି ଉପନିର୍ବାଚନ: ପ୍ରଚାର ମୈଦାନକୁ…

ପିପିଲି: ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ଥିବାବେଳେ ଜୋର ଧରିଛି ପ୍ରଚାରପ୍ରସାର। ସବୁ ଦଳ ନିଜ ପାର୍ଥୀଙ୍କ ପାଇଁ ପ୍ରଚାର ପ୍ରସାର କରୁଥିବା ବେଳେ ଆଜି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର ମୈଦାନକୁ ଓଲ୍ଲାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପିପିଲି ଉପନିର୍ବାଚନ…

ଶଯ୍ୟା ନିଅଣ୍ଟ, ଡାକ୍ତରଖାନା ବାହାରେ…

ଅହମଦାବାଦ: ଦେଶରେ ମହାମାରୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଯାହାର ପ୍ରଭାବ ଏବେ ମେଡିକାଲ ଉପରେ ପଡ଼ୁଥିବାର ଦେଖିବାକୁ ମିଳିଛି। ଏପରିକି କରୋନା ରୋଗୀ ମେଡିକାଲର ଖଣ୍ଡିଏ ବେଡ ପାଇବା ପାଇଁ କରୁଛନ୍ତି ପ୍ରତୀକ୍ଷା। ଗୁଜୁରାଟର ଅହମଦାବଦ ସହରରୁ ଆସିଛି ଏଭଳି ଫଟୋ ଯାହା ଆପଣଙ୍କ ନିଦ ହଜାଇ ଦେବ।…

ଗଞ୍ଜାମ: ୭ ଦିନ ପାଇଁ ସବୁ ଧର୍ମାନୁଷ୍ଠାନ…

ଗଞ୍ଜାମ: ପୁଣି କାୟା ମେଲାଇଲାଣି ମହାମାରୀ କରୋନା। ରାଜ୍ୟରେ ଦିନକୁ ଦିନ କରୋନ ସଂକ୍ରମଣ ହାର ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ମଧ୍ୟରେ ଗଞ୍ଜାମରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ ରହିବ। ଆସନ୍ତା କାଲି…

ପୁରୀରେ ଜଣେ ପର୍ଯ୍ୟଟକ ଓ ଏକାଧିକ…

ପୁରୀ: ପୁଣି କାୟା ମେଲାଇଲାଣି ମହାମାରୀ କରୋନା। ଦିନକୁ ଦିନ କରୋନ ସଂକ୍ରମଣ ହାର ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ମଧ୍ୟରେ ପୁରୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଏକାଧିକ କର୍ମଚାରୀ ଓ ସେବାୟତ କରୋନା ପଜିଟିଭ…