Odisha Link
Bridging the Missing Links in Odisha
Daily Archives

April 14, 2021

ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ସ୍ଥିିତି ସଙ୍ଗୀନ ହେବାରେ ଲାଗିଛି। ଏଥିସହ ଟିକା ଅଭାବନେଇ ରାଜ୍ୟରେ ଶତାଧିକ ଟିକାକେନ୍ଦ୍ର ବନ୍ଦ ହେବାକୁ ବସିଲାଣି। ତେବେ ରାଜ୍ୟରେ ଟିକା ଅଭାବ ଅଭିଯୋଗ ନେଇ ଆଜି କେନ୍ଦ୍ର ମନ୍ତ୍ରୀ…

IGIT କଲେଜରେ ଗୋଷ୍ଠୀ ସଂଙ୍ଘର୍ଷ

କାମାକ୍ଷାନଗର: ସରାଙ୍ଗ IGIT କଲେଜରେ ଗୋଷ୍ଠୀ ସଂଙ୍ଘର୍ଷ। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ କଲେଜରେ ଉତ୍ତେଜନା ସୃଷ୍ଟି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଶେଷ ବର୍ଷର ଛାତ୍ରଙ୍କ ଆକ୍ରମଣରେ ତୃତୀୟ ବର୍ଷ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଫୁଟବଲ ଖେଳକୁ ନେଇ ଦୁଇ ଛାତ୍ର…

ଖବରକାଗଜ ହେଡଲାଇନ୍‌ରେ ବିଜେପି…

ଅହମ୍ମଦାବାଦ: କୋଭିଡ୍‌ ଭଳି ଆତଙ୍କ ସମୟରେ ଅଭିନବ ଉପାୟରେ ସାହସିକତା ଦେଖାଇଛି ଭାସ୍କର ଗ୍ରୁପ୍‌ର ଗୁଜରାଟୀ ଖବରକାଗଜ 'ଦିବ୍ୟ ଭାସ୍କର'। ଖବରକାଗଜର ପ୍ରଥମ ପୃଷ୍ଠାରେ ରାଜ୍ୟ ବିଜେପି ସଭାପତିଙ୍କ ଫୋନ୍‌ ନମ୍ବର ଛାପି ତାଙ୍କୁ କିଛି ଜରୁରୀ ପ୍ରଶ୍ନ ପଚାରିଛି ଗୁଜରାଟର ଅନ୍ୟତମ ବହୁଳ ପ୍ରସାରିତ ଖବରକାଗଜ…

ମାସ୍କ ପାଇଁ ଜରିମାନା ଗଣିଲେ ପୁଲିସ୍…

ପୁରୀ: ରାଜ୍ୟରେ ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ ହୁହୁ ହେଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ମାସ୍କ ଚେକିଂକୁ କଡ଼ାକଡ଼ି କରାଯାଇଛି। ଫଳରେ ପୁଲିସ ଅମାନିଆଙ୍କଠୁ ଜରିମାନା ଆଦାୟ କରୁଥିବା ବେଳେ ପୋଲିସ୍‌କୁ ହିଁ…

ଭୀମସାରରେ ହେବ ୨ୟ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ପଶ୍ଚିମ ଓଡ଼ିଶାରେ ସ୍ଥିିତି ସଙ୍ଗୀନ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ଦିଆଯାଇଛି। ବୁର୍ଲା ଭୀମସାରରେ ଦ୍ୱିତୀୟ କୋଭିଡ…

ଆଜିଠୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ…

ଭୁବନେଶ୍ୱର: ହୁହୁ ବଢିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ରାଜଧାନୀରେ ମଧ୍ୟ ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଆଜିଠାରୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲ। ଆଇସିୟୁ ସହ ମୋଟ ୧୫୦…

ସିସିଟିଭି ନଥିଲେ ପରୀକ୍ଷା କେନ୍ଦ୍ର…

ଭୁବନେଶ୍ୱର: ସିସିଟିଭି ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର। ଆସନ୍ତା ମେ ୧୮ରୁ ଜୁନ୍ ୧୨ ଯାଏ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହେବା ଥିବା ବେଳେ ତା’ ପୂର୍ବରୁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁ ପରୀକ୍ଷା…

ରାଉରକେଲାରେ ଲଜ୍ଜା, ନାବାଳିକାକୁ…

ରାଉରକେଲା: ରାଉରକେଲାରେ ଲଜ୍ଜା। ଜଣେ ୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଥାନା ଅଧୀନ ବସ୍ତି ଅଞ୍ଚଳରେ। ସୂଚନା ମୁତାବକ, ନାବାଳିକାଟି ଦୋକାନକୁ ବିସ୍କୁଟ ଆଣିବା ଯାଇଥିବାବେଳେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ଜଣଙ୍କ ଝିଅଟିକୁ…

ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ବର: ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ନନ୍ଦନକାନନ ପାଇଁ ଖୁସି ଖବର। ନନ୍ଦନକାନନରେ ନୂଆ ଅତିଥି ଜନ୍ମ ନେଇଛି। ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା। ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ବାଘୁଣୀ ମେଘା ତିନୋଟି ଶାବକ ଜନ୍ମ ଦେଇଛି। ଗତ ତିନି ମାସ ତଳେ ଜଙ୍ଗଲି ମହାବଳ ବାଘ ନନ୍ଦନ…

ଓଡ଼ିଆ ନବବର୍ଷର ଶୁଭେଛା ଜଣାଇଲେ…

ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ। ହିନ୍ଦୁ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ରୂପରେ ମଧ୍ଯ ପାଳନ କରାଯାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ଆଜି ବର୍ଷର ପ୍ରଥମଦିନ ହୋଇଥିବାରୁ ଆଜିର ଦିନକୁ ନବବର୍ଷ ବୋଲି ଧରାଯାଏ। ଓଡ଼ିଆ ନବବର୍ଷ ଉପଲକ୍ଷେ…