Odisha Link
Bridging the Missing Links in Odisha
Daily Archives

April 18, 2021

କୁମ୍ଭମେଳା ଫେରନ୍ତାଙ୍କ ପାଇଁ…

ଭୁବନେଶ୍ବର: ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜିକୃତ ବ୍ୟକ୍ତିଙ୍କ ନାମ ସେୟାର କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ ଏହି ପଞ୍ଜିକୃତ ବ୍ୟକ୍ତିମାନଙ୍କ ତାଲିକା ପ୍ରଦାନ କରିଛନ୍ତି। ଏବଂ ତାଲିକାରେ ନାମ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ…

ଆଜି ରାଜ୍ୟକୁ ଆସୁଛି ୨ ଲକ୍ଷ କରୋନା ଟିକା

ଭୁବନେଶ୍ବର: ପୁଣି ରାଜ୍ୟରେ ଦୃତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି। ତାହା ହେଲା ଆଜି ଓଡ଼ିଶାକୁ ଆସିବ ପୁଣି ୨ ଲକ୍ଷ ଟିକା।…

ସ୍ଥଗିତ ରହିଲା ଜେଇଇ ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା ଜେଇଇ ମେନ୍‌ ପରୀକ୍ଷା। ଆସନ୍ତା ଏପ୍ରିଲରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ସ୍ଥଗିତ ରଖା ଯାଇଛି। ଚଳିତ ମାସ ୨୭ ଓ ୨୮ ଏବଂ ୩୦ ତାରିଖରେ ହେବାକୁ ଥିଲା ପରୀକ୍ଷା।  ପୂର୍ବରୁ ଫେବ୍ରୁଆରୀ ଓ ମାର୍ଚ୍ଚ ସେସନ…

ଅକ୍ସିଜେନ୍‌ ଅଭାବରୁ ଚାଲିଗଲା ୬ ଜଣଙ୍କ…

ଭୋପାଳ: ଗୋଟିଏ ପଟେ ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଅନ୍ୟପଟେ ସ୍ବାସ୍ଥ୍ୟବ୍ୟବସ୍ଥାର ନଗ୍ନଚିତ୍ର ସାମ୍ନାକୁ ଆସୁଛି। କୋଉ ଡାକ୍ତରଖାନାରେ ବେଡ ନାଇଁତ ଆଉ କେଉଁ ଡାକ୍ତରଖାନାରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଛି। ଯାହାରି ଫଳରେ ଲୋକଙ୍କର ଜୀବନ ଚାଲି ଯାଉଥିବାର ଖବର ସାମ୍ନାକୁ ଆସିଛି।…

ବିଶୋଧନ ହେଲା ପୁରୀ ଶ୍ରୀମନ୍ଦିର

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିରର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଉଛି। ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ ଓ ଅନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଉଛି । ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ଉଭୟ ଦିନ ଶ୍ରୀମନ୍ଦିରର ଦର୍ଶନ ବନ୍ଦ…

ପରଲୋକରେ ପୂର୍ବତନ ବିଧାୟକ ବିବେକାନନ୍ଦ…

ପାଟଣାଗଡ଼: ପରଲୋକରେ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେର। ୭୯ ବର୍ଷ ବୟସରେ ପାଟଣାଗଡ଼ର ପୂର୍ବତନ ବିଧାୟକଙ୍କ ପରଲୋକ। ସେ ୨ ବର୍ଷ ହେବ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ। ଶନିବାର ରାତିରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ କଟକ ନେବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ…

ଭୋରୁ ଭୋରୁ ଜୟପୁର ସବ୍‌ ଜେଲରେ ରେଡ୍

ଜୟପୁର: ଭୋରୁ ଭୋରୁ ଜୟପୁର ସବ୍‌ ଜେଲରେ ପୁଲିସର ଚଢ଼ାଉ। କୋରାପୁଟ ଏସପିଙ୍କ ନେତୃ୍ତ୍ବରେ ଏକ ପୁଲିସ୍‌ ଟିମ୍‌ ଭୋର୍‌ ୪ଟାରେ ଚଢ଼ାଉ କରିଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ରବିବାର ଭୋର୍ ୪ଟା ବେଳେ ଏସପିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ସବ୍ ଜେଲରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ବୋରିଗୁମ୍ମା…

ଅଣାୟତ୍ତ କରୋନା: ୨୪ ଘଣ୍ଟାରେ ୩୬୬୪…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି ମହମାରୀ କରୋନା। ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୩୬୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୨୩ ଜଣ କ୍ବାରାଣ୍ଟିନ୍ରେ ରହିଥିବା ବେଳେ ୧୫୩୭ଜଣ ସ୍ଥାନୀୟ ବାସିନ୍ଦା…

କୋଭିଡ ଡାକ୍ତରଖାନାରେ ଭୟାବହ…

ରାୟପୁର: ଛତିଶଗଡ଼ର ପଚପେଡି ନାକା ନିକଟରେ ଥିବା କୋଭିଡ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ। ରାଜଧାନୀ ଡାକ୍ତରଖାନାରେ ନିଆଁ ଲାଗି ୫ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି। ପାଖାପାଖି ୫୦ ଜଣ ରୋଗୀଙ୍କ ଚିକିତ୍ସା ଏଠାରେ କୋଭିଡ୍ ଚିକିତ୍ସା ଚାଲିଥିଲା। ତେବେ ସର୍ଟ…