କୋଭିଡ୍ କେୟାର ସେଣ୍ଟରକୁ ମିଳିବନି ଟିକା,…
ଭୁବନେଶ୍ଵର: ରାଜ୍ୟରେ ପୁଣି ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ। ଏହାରି ଭିତରେ ରାଜ୍ୟ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ ୧ରୁ ଘରୋଇ ହସ୍ପିଟାଲରେ ବନ୍ଦ ହେବ ୨୫୦ ଟଙ୍କିଆ ଟିକା। ଏବେ କେବଳ ୨୫୦ ଟଙ୍କିଆ ଟିକା ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ…