Odisha Link
Bridging the Missing Links in Odisha
Daily Archives

April 22, 2021

ମହାମାରୀ ବେଳେ ମୋଦିଙ୍କ ସହ କଥା ହେଲେ…

ଭୁବନେଶ୍ୱର: ଦେଶରେ ପୁଣି କାୟା ମେଲାଇଛି କରୋନା ସଂକ୍ରମଣ। ଏନେଇ ସାରା ଦେଶ ସଂକ୍ରମଣରେ କବଳିତ ହୋଇ ରହିଛି। ଏହାର ମୁକାବିଲା କରିବା ପାଇଁ ସରକାରଙ୍କ ତରଫରୁ ଅନେକ ନିୟମ କରାଯାଉଛି। ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନରେ…

ଅକ୍ସିଜେନ ଯୋଗାଣ ଉପରେ ଲାଗିଲା କଟକଣା,…

ନୂଆଦିଲ୍ଲୀ: ଦେଶରେ ନିର୍ଦ୍ଦିଷ୍ଟ ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣ ଉପରେ କଟକଣା ଲଗାଯାଇଛି। ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣ ବନ୍ଦ କରିବା ପାଇଁ ଉତ୍ପାଦକଙ୍କୁ ନିର୍ଦ୍ଦେଶ। ୯ଟି ଶିଳ୍ପ କ୍ଷେତ୍ରକୁ ବାଦ ଦେଇ ଅନ୍ୟ ଶିଳ୍ପାନୁଷ୍ଠାନକୁ ଯୋଗାଣ ବନ୍ଦ। ଅବାଧରେ ଅକ୍ସିଜେନ ସିଲିଣ୍ଡର ସ୍ଥାନାନ୍ତର…

ନାକ ଓ ପାଟିକୁ ବନ୍ଦ କରି ହତ୍ୟା କରିଥିଲା…

ଯାଜପୁର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଆଜି ପରଦା ହଟିଛି।  ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରିଥିଲା ବନ୍ଧୁ ରାକେଶ। ଏନେଇ ଆଜି ସୂଚନା ଦେଇଛନ୍ତି ଯାଜପୁର ଏସପି।  ଏସପି କହିଛନ୍ତି ଯେ, ଝରାଫୁଲର ତାଙ୍କ ନାକ ଓ ପାଟିକୁ ବନ୍ଦ କରି ହତ୍ୟା କରିଥିଲା ରାକେଶ। ଧାର…

ନିଶାଦେଇ ତଣ୍ଟି ଚିପିଥିଲା ପ୍ରେମିକ

ଭୁବନେଶ୍ବର: ବହୁଚର୍ଚ୍ଚିତ ଝରାଫୁଲ ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ମୁଖ୍ୟ ଅଭିଯୁକ୍ତ ଝରାଫୁଲଙ୍କର ପୁରୁଷ ବନ୍ଧୁ ରାକେଶ ସ୍ବାଇଁ ପୂର୍ବରୁ ଗିରଫ ହୋଇଥିବା ବେଳେ ଆଜି ତା'ର ଆଉଜଣେ ସହଯୋଗୀ ଗିରଫ ହୋଇଛି। ଟଙ୍କା ଲୋଭରେ ଉଭୟେ ଝରାଫୁଲକୁ ପ୍ରଥମେ ନିଶା ପିଆଇବ ପରେ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ ବୋଲି…

ବଦଳିଲା ତାରିଖ: ମେ ୧୬ରେ ପିପିଲି…

ଭୁବନେଶ୍ବର: ପୁଣି ବଦଳିଲା ପିପିଲି ଉପନିର୍ବାଚନର ତାରିଖ। ମେ' ୧୩ ବଦଳରେ ମେ' ୧୬ରେ ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ ଓ ମେ' ୧୯ରେ ଭୋଟଗଣତି ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଏପ୍ରିଲ ୧୭ରେ ପିପିଲିରେ ଉପନିର୍ବାଚନ ହେବାକୁ ଥିବା ବେଳେ ଭୋଟଗ୍ରହଣର ଦୁଇଦିନ…

ରାଜରାସ୍ତାରୁ ୫ ଭାଲୁ ଛୁଆ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ପିତାପଲ୍ଲୀ ନିକଟରୁ ୫ ଭାଲୁ ଛୁଆ ଉଦ୍ଧାର। ଭାଲୁ ଛୁଆ ମାନେ ରାସ୍ତା ଉପରେ ଖେଳୁଥିବା ବେଳେ ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ଏନେଇ ଚନ୍ଦକା ଥାନାର ପିସିଆରାରେ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପହଞ୍ଚିବା ବେଳକୁ ସମସ୍ତେ ଭାଲୁ ଛୁଆ ମାନେ ରାସ୍ତା ଉପରେ…

ପିପିଲି ଉପନିର୍ବାଚନ: ଆଜି ସନ୍ଧ୍ୟା…

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ। ଏନେଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଜିତ ମଙ୍ଗରାଜଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାକୁ ଚାହୁଁଥିଲୁ। ସେମାନେ ପ୍ରାର୍ଥୀ ପାଇଁ ମନା…

ଟଙ୍କା ପାଇଁ ଝରାଫୁଲକୁ ହତ୍ୟା: ଯାଜପୁର…

ଯାଜପୁର: ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟା ମାମଲା ଉପରୁ ହଟିଲା ପରଦା। ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଥିଲା। ଝରାଫୁଲଙ୍କୁ ହତ୍ୟା କରିଥିଲା ପୁରୁଷ ବନ୍ଧୁ ରାକେଶ। ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା ରାକେଶ। ଆଜି ଏନେଇ ସୂଚନା ଦେଇଛନ୍ତି…

ରାଜ୍ୟ ସରକାର ମାଗଣା ଟିକା ଘୋଷଣା…

ଭୁବନେଶ୍ୱର: ରାଜ୍ୟ ସରକାର ମାଗଣା ଟିକା ଘୋଷଣା କରନ୍ତୁ ବୋଲି ରାଜ୍ୟ ବିଜେପି ପକ୍ଷରୁ ଦାବି ହୋଇଛି। ମାଗଣା ଟିକା ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ୧୮ରୁ ୪୫ ବର୍ଷ ବ୍ୟକ୍ତି ବିଶେଷଙ୍କୁ ମାଗଣା ଟିକାକରଣ କରାଯାଉ। ଏନେଇ ୨୪ ଘଣ୍ଟା ମଧ୍ୟରେ ସରକାର ଟିକା ମାଗଣା…

ଝରାଫୁଲ ମୃତ୍ୟୁ ମାମଲା: ଆଉ ଜଣେ…

ଭୁବନେଶ୍ୱର: ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ। ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଯାଜପୁର ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଶକ୍ତିଶେଖର ସ୍ୱାଇଁ। ଘଟଣା ପରଠାରୁ ଶକ୍ତିଶେଖର ଫୋରାର ଥିଲା। ଯାଜପୁର ପୁଲିସ ଶକ୍ତିଶେଖରକୁ ଭୁବନେଶ୍ୱରରୁ ଗିରଫ କରିଛି ଏନେଇ ଯାଜପୁର ଏସପି ସୂଚନା…