ଏକ ସମୟରେ ମୁକ୍ତିଲାଭ କରୁଛି ୩ ଓଡ଼ିଆ ସିନେମା
ଭୁବନେଶ୍ବର: ଆସନ୍ତାକାଲି ୨୫ ଏପ୍ରିଲ ରବିବାର ସଂଧ୍ୟାରେ ଏକ ସମୟରେ ତିନୋଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି। ତିନୋଟି ଯାକ ଚଳଚ୍ଚିତ୍ର ଟେଲିଭିଜନ୍ ଚ୍ୟାନେଲରେ ଆସିବ। ଟିଭି ପରଦାରେ ଏକ ସମୟରେ ତିନୋଟି ସିନେମା ଦେଖିବା ସମ୍ଭବ ହେଉ ନଥିବାରୁ ଦର୍ଶକେ କେଉଁଟି ଦେଖିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି। ସମ୍ପୂର୍ଣ୍ଣ ମୌଳିକ କାହାଣୀ ବୋଲି ନିର୍ମାତାଙ୍କ ପକ୍ଷରୁ ଦାବି ହେଉଥିବା ‘ଚରିତ୍ର’ ଚଳଚ୍ଚିତ୍ରଟି ଆସନ୍ତାକାଲି ସଂଧ୍ୟା ୬ଟାରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିବ। ଶିଶିର କୁମାର … Continue reading ଏକ ସମୟରେ ମୁକ୍ତିଲାଭ କରୁଛି ୩ ଓଡ଼ିଆ ସିନେମା
Copy and paste this URL into your WordPress site to embed
Copy and paste this code into your site to embed