ସବୁ ଜିଲ୍ଲାରେ ହେବ ଅକ୍ସିଜେନ୍…
ନୂଆଦିଲ୍ଲୀ: ଦେଶର ସବୁ ଜିଲ୍ଲାରେ ଅମ୍ଲଜାନ ପ୍ରସ୍ତୁତି କାରଖାନା ରଖିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପିଏମ୍-କେୟାର୍ସ ଫଣ୍ଡରୁ ଏଥିପାଇଁ ଅର୍ଥ ବ୍ୟୟ କରାଯିବ। ଦେଶ ସାରା ମୋଟ ୫୫୧ଟି ପ୍ଲାଣ୍ଟ ବସିବ। ଏହି ପ୍ଲାଣ୍ଟ୍ ସବୁକୁ ଯଥାସମ୍ଭବ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରଧାନମନ୍ତ୍ରୀ ମୋଦି…