ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଅଗ୍ନିକାଣ୍ଡ
![](https://www.odishalink.com/wp-content/uploads/2020/12/car-catches-fire-.jpg)
ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ନିଆଁ। ହସ୍ପିଟାଲର କାଡିଓଲୋଜି ବିଭାଗରେ ନିଆଁ ଲାଗିଥିବା ନେଇ ସୂଚନା ମଳିଲି। ନିଆଁକୁ ତୁରନ୍ତ ଆୟତ୍ତ କରାଯାଇ ତିବୋ ବେଳେ ହସ୍ପିଟାଲର ସବୁ ରୋଗୀ ସୁରକ୍ଷିତ ଅଛନ୍ତି ।
Related Posts
ସୂଚନା ମୁତାବକ, ବ୍ରହ୍ମପୁର ଏମକେସିଜି ହସ୍ପିଟାଲର କାଡିଓଲୋଜି ବିଭାଗର ୱିଣ୍ଡୋ ଏସିରୁ ନିଆଁ ଲାଗିଥିବା ଜଣାପଡିଛି।