IPL: ଗୋଟିଏ ଦିନରେ ୩ଟି ରେକର୍ଡ କଲେ…
ନୂଆଦିଲ୍ଲୀ: କରୋନା କାଳରେ ଦେଶରେ ଚାଲିଛି ଫଟାଫଟ୍ କ୍ରିକେଟ ଲିଗ୍। ଜୈବ ସୁରକ୍ଷା ବଳୟ ଭିତରେ ଚାଲିଛି ଖେଳ। ଟୁର୍ଣ୍ଣାମେଣ୍ଟ ଆଗକୁ ବଢ଼ିବା ସହ ଖେଳାଳି ମାନେ କରୁଛନ୍ତି ରେକର୍ଡର ବର୍ଷା। ଏହାରି ମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ପ୍ରଥମ ଖେଳାଳି ଭାବେ ଆଇପିଏଲ ଇତିହାସରେ…