ମାର୍କେଟ ବିଲ୍ଡିଂ ସିଲ୍ By ସୂଚୀସ୍ମିତା ସାହୁ Last updated Apr 28, 2021 ଭୁବନେଶ୍ବର: ସିଲ୍ ହେଲା ଭୁବନେଶ୍ବର ମାର୍କେଟ ବିଲ୍ଡିଂ। କୋଭିଡ୍ ନିୟମ ଉଲଙ୍ଘନ କାରଣରୁ ସିଲ୍ କଲା ବିଏମ୍ସି ଓ କମିସନରେଟ୍ ପୋଲିସ। ୪୮ ଘଣ୍ଟା ପାଇଁ ସିଲ୍ ହେଲା ମାର୍କେଟ ବିଲ୍ଡିଂ। ସପ୍ତାହନ୍ତ ସଟ୍ଡାଉନ ପରେ ସୋମବାର ଖୋଲିବ ମାର୍କେଟ ବିଲ୍ଡିଂ। BMC BBSRMarket Buildingseal Share