ଭୁବନେଶ୍ବର କୋର୍ଟକୁ ସିଲ୍ କଲା ବିଏମ୍ସି

ଭୁବନେଶ୍ବର: ଭୁବନେଶ୍ବର କୋର୍ଟକୁ ସିଲ୍ କଲା ବିଏମ୍ସି। ୭ ଦିନ ପାଇଁ ଭୁବନେଶ୍ବର କୋର୍ଟକୁ ସିଲ୍ କରାଯାଇଛି। ଆଜି ଠାରୁ ମେ ୫ ଯାଏଁ କୋର୍ଟକୁ ସିଲ୍ କରାଯାଇଛି। କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ କୋର୍ଟକୁ ସିଲ୍ କରିଛି ବିଏମ୍ସି।
Related Posts
ବିନା ଅନୁମତିରେ ବାହାର ଲୋକ କୋର୍ଟ କମ୍ପେ୍ଲକ୍ସକୁ ଯାଇପାରିବେନି। କେବଳ ବିଏମସି ଅଧିକୃତ କର୍ମଚାରୀଙ୍କୁ କୋର୍ଟ କମ୍ପେ୍ଲକ୍ସକୁ ଯିବାକୁ ଅନୁମତି ମିଳିବ।