କରୋନା ଦ୍ୱିତୀୟ ଲହର ଏତେ ଭୟାନକ ହେବ…
ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ସୂଚନା। ପ୍ରେସମିଟ୍ ଜରିଆରେ ସୂଚନା ନେଇ ସ୍ୱାସ୍ଥ୍ୟ ବିଭାଗର ACS କହିଛନ୍ତି ଯେ, କୋଭିଡ୍ ନିୟମ ମାନିଲେ ହିଁ କରୋନାକୁ ଆମେ ରୋକିପାରିବା। ଦ୍ୱିତୀୟ ଲହର ଏତେ ଭୟାନକ ହେବ ବୋଲି କେହି ଭାବିନଥିଲେ।…