Odisha Link
Bridging the Missing Links in Odisha
Daily Archives

May 7, 2021

OSIC ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍…

ଭୁବନେଶ୍ୱର: ସମଗ୍ର ବିଶ୍ୱ “କରୋନା” ଦ୍ୱିତୀୟ ଲହର ବିରୁଦ୍ଧରେ ଯୁଦ୍ଧ କରୁଛି। ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କୋଭିଡ ମୁକାବିଲାକୁ ଶାଣିତ କରାଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମୟୋଚିତ ଦୃଢ଼ ପଦକ୍ଷପ ଓ ଓଡ଼ିଶାବାସୀଙ୍କ ସକ୍ରିୟ ସହଯୋଗ ଯୋଗୁଁ କରୋନା ଜନିତ…

ପ୍ରଶାନ୍ତ କିଶୋର ଓ ଯଶଓ୍ବନ୍ତ…

ବ୍ୟୁରୋ: ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ୨୧୩ ଆସନ ଜିତି ତୃତୀୟ ଥର ପାଇଁ ସରକାର ଗଢ଼ିଥିବା ଟିଏମ୍‌ସି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ବରିଷ୍ଠ ରାଜନେତା ଯଶଓ୍ବନ୍ତ ସିହ୍ନାଙ୍କୁ ରାଜ୍ୟସଭା ପଠାଇପାରେ। ଏ ନେଇ ଦଳ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। ଦଳକୁ ପଶ୍ଚିମବଙ୍ଗରେ…

ନଭିମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନ…

ଭୁବନେଶ୍ୱର: କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଅପ୍ରେଲରୁ ବ୍ୟବହାର କରି ଆସୁଥିଲେ। ଏହାର ଭଡ଼ା ବାବଦ ଦେୟ ଦୁଇ କୋଟି ୧୬ ହଜାର ଟଙ୍କା…

ନିଷ୍ଠୁର କରୋନା: ଅକ୍ସିଜେନ୍‌ ଅଭାବରୁ…

ମହାରାଷ୍ଟ୍ର: ଦେଶରେ କରୋନା ସଂକ୍ରମଣ ହାର ହୁହୁ ବଢ଼ିବାରେ ଲାଗିଛି। ଅକ୍ସିଜେନ, ଆଇସିୟୁ, ଚିକିତ୍ସା ଅଭାବରୁ ପ୍ରତିଦିନ ବହୁ ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ଏହାରି ମଧ୍ୟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଅସୁସ୍ଥ ମା’ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ୍ କି ଅକ୍ସିଜେନ ନମିଳିବାରୁ…

କରୋନାରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନର…

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ତଥା ଗ୍ୟାଙ୍ଗଷ୍ଟର ଛୋଟା ରାଜନର କରୋନାରେ ମୃତ୍ୟୁ। ଶୁକ୍ରବାର ଦିଲ୍ଲୀ ଏମସରେ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି। ରାଜେନ୍ଦ୍ର ନିକଲଜେ ଓରଫ ଛୋଟା ରାଜନକୁ ଏପ୍ରିଲ ୨୬ ରେ ଏମସରେ ଭର୍ତ୍ତି କରାଯାଇଥିଲା ଏବଂ ଆଜି କୋଭିଡରେ ମୃତ୍ୟୁ ହୋଇଛି। ୨୦୧୫ ମସିହାରେ…

ବରଗଡ ବିକାଶ ହସ୍ପିଟାଲରେ ୧୦୦ଟି…

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ପରିପ୍ରେକ୍ଷୀରେ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବରଗଡ଼ ଜିଲ୍ଲାର ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଂଟିଲେଟର ସହ ଆଇସିୟୁ ବେଡର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା…

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏନେଇ ଭୁବନେଶ୍ୱର ଏମସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୪ଜଣିଆ ଡାକ୍ତରୀ ଟିମ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି। ଏମସର ୨ ଜଣ ଓ…

ଝାରସୁଗୁଡ଼ାରେ ଲଜ୍ଜା: ଲକଡାଉନ ବେଳେ…

ଝାରସୁଗୁଡ଼ା: ଲକଡାଉନ ସମୟରେ ପୋଲିସର କଡ଼ା ପହରା ସତ୍ତ୍ୱେ ଯୁବତୀଙ୍କୁ ଗଣଦୁଷ୍କର୍ମ। ଏଭଳି ଘଟଣା କୋଉ ଗାଁରେ ଘଟିନି ଝାରସୁଗୁଡ଼ାରେ ସହରରେ ଘଟିଛି। ଝାରସୁଗୁଡ଼ା ବସଷ୍ଟାଣ୍ଡ ପଛପଟ ଏକ ପରିତ୍ୟକ୍ତ ଘରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ସୂଚନା ମୁତାବକ, ଝାରସୁଗୁଡ଼ା ବସଷ୍ଟାଣ୍ଡ ପଛପଟେ ରେଳବାଇ…

କୋଭିଡ୍‌ ରୋଗୀକୁ ଶ୍ମଶାନ ମନା

ଭଞ୍ଜନଗର: ଯଦି କୋଭିଡ୍‌ରେ ମୃତ୍ୟୁ ହୋଇଛି ତେବେ ସେ ଶବ ଶ୍ମଶାନରେ ଦାହ ହୋଇପାରିବନାହିଁ। ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଗ୍ରାମବାସୀ। ଗ୍ରାମରେ ଥିବା ସର୍ବସାଧାରଣ ଶ୍ମଶାନ ଫାଟକରେ କଣ୍ଟାଝାଟି ଦେଇ ବନ୍ଦ କରି ଦେଇଛନ୍ତି ଗ୍ରାମବାସୀ। ଜୀବନ ଥିବା ବେଳେ ଅବହେଳା ଓ ଅସୁବିଧା ଭିତରେ ଜୁଝୁଥିବା…

ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ…

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟିକା। ଏହି ଟିକାକୁ ୨ୟ ଡୋଜ୍ ନେବାକୁ ଥିବା ନାଗରିକ ମାନଙ୍କୁ ଦିଆଯିବ। ୪୫ ବର୍ଷରୁ ଉର୍ଦ୍ଧ୍ବ ବର୍ଗର ଲୋକଙ୍କୁ ଦିଆଯିବ। ୪୫ ବର୍ଷରୁ ଉଦ୍ଧ୍ୱର୍ ବର୍ଗର ଲୋକ ମାନେ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି। ସେମାନଙ୍କର ଦ୍ୱିତୀୟ ଡୋଜ୍ ଟିକା ନେବା…