Odisha Link
Bridging the Missing Links in Odisha
Daily Archives

May 7, 2021

ସୁରେଶ ରାଇନାଙ୍କୁ ସହାୟତାର ହାତ ବଢାଇଲେ…

ଉତ୍ତରପ୍ରଦେଶ: ଦେଶରେ ଅଣାୟତ୍ତ ହେଲାଣି କରୋନାର ଦ୍ୱିତୀୟ ଲହର। କରୋନା ଆକ୍ରାନ୍ତ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଚିକିତ୍ସା, ବେଡ, ଅକ୍ସିଜେନ ଓ ଔଷଧ ପାଇଁ ଲୋକେ ପାଇଁ ଡହଳବିକଳ ହେଉଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ବହୁ ଲୋକେ ସାହାଯ୍ୟ ପାଇଁ ଆଗେଇ ଆସିଥିବା…

କୋଭିଡ୍‌ ନିୟମ ଭାଙ୍ଗି କରୁଥିଲେ…

ମୁନ୍ନାର: କେରଳରେ ଚର୍ଚ ଅଫ୍‌ ସାଉଥ୍‌ ଇଣ୍ଡିଆ (ସିଏସ୍‌ଆଇ)ର ୪୮୦ ଜଣ ପ୍ରମୁଖ ପୂଜକଙ୍କ ନାମରେ ମାମଲା ରୁଜୁ କରିଛି ରାଜ୍ୟ ପୁଲିସ। ସେମାନେ କୋଭିଡ୍‌ କଟକଣାକୁ ଅମାନ୍ୟ କରି ମୁନ୍ନାରରେ ଏକ ଖ୍ରୀଷ୍ଟିଆନ ଧର୍ମସଭାରେ ଏକତ୍ରିତ ହୋଇଥିବା ଅଭିଯୋଗ ହେବା ପରେ ପୁଲିସ ଗତକାଲି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି।…

ପୁଣି ସମାଲୋଚନା କଲେ ସୁବ୍ରମନ୍ୟନ୍‌…

ବ୍ୟୁରୋ: ଟ୍ବିଟରରେ ଫେକ୍‌ ଆଇଡି ଖୋଲି ବଦମାସୀ କରୁଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)। ଏଭଳି ବଦମାସୀ ପାଇଁ ଟଙ୍କା ନଷ୍ଟ କରିବା ବଦଳରେ ପିଏମ୍‌ଓ ସମାଲୋଚନାର ଜବାବ ରଖୁ ବୋଲି ଟୁଇଟ୍‌ କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁବ୍ରମନ୍ୟନ୍‌ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଅଲୋଡା ହେଲା ମୃତଦେହ, ଅନ୍ତିମ ସଂସ୍କାର…

ଆସିକା: କରୋନା ଭୟରେ ଅଲୋଡା ହେଇ ଯାଉଛି ମୃତଦେହ। ପରିବାର ଲୋକେ ସାଇପଡିଶା କାନ୍ଧ ଦେବା ତ ଦୂୂୂରର କଥା ଭୟରେ ମୁହଁ ମୋଡି ଦେଉଛନ୍ତି ତ କେଉଁଠି ମୃତଦେହ ନେଉନାହାନ୍ତି। ଏଭଳି ପରିସ୍ଥିତିରେ ମାନବିକତା ଦେଖାଇ ମୃତଦେହର ଅନ୍ତିମସଂସ୍କାର ପାଇଁ ଆଗେଇ ଆସିଛନ୍ତିଡାକ୍ତର, ବିଡିଓ ଓ ଜନପ୍ରତିନିଧି।…

କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ…

ଗଞ୍ଜାମ: କରୋନାରେ ଅନେକ ଆଗଧାଡିର ଯୋଦ୍ଧା ପ୍ରାଣ ହରାଇଥିବା ବେଳେ, ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। ଆଜି ଆଉ ଜଣେ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହୋଇଛି। ତାଙ୍କ ନାଁ ହେଉଛି ପ୍ରଦୀପ ସାହୁ। ମାତ୍ର ୪୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରଦୀପ ସାହୁ ସମ୍ବାଦ ଖବରକାଗଜରେ କାର୍ଯ୍ୟରତ…

ଟ୍ୱିନ୍ ସିଟିରେ ପିକ୍‌ ନେବ କରୋନା,…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୨୩୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଗକୁ ଦୈନିକ ସଂକ୍ରମଣ ମାମଲା ୧୫ ହଜାର ଏପରିକି ୩୦ ହଜାର ଛୁଇଁପାରେ…

କମେଡିଆନ୍‌ ସୁଗନ୍ଧାଙ୍କ ନାଁରେ ମାମଲା…

ମୁମ୍ବାଇ: ଦ କପିଲ ଶର୍ମା ଶୋ’ ଫେମ୍‌ କମେଡିଆନ୍‌ ସୁଗନ୍ଧାଙ୍କ ନାଁରେ ମାମଲା ରୁଜୁ। ବିବାହର ମାତ୍ର ୯ ଦିନ ପରେ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ। ୯ ଦିନ ପୂର୍ବରୁ ସୁଗନ୍ଧା ମିଶ୍ର ଏବଂ ସଙ୍କେତ ଭୋଷଲେ ବିବାହ କରିଛନ୍ତି। କିନ୍ତୁ କରୋନା ସମୟରେ କରୋନା ନିୟମ ଉଲ୍ଲଂଘନ ନେଇ ଅଭିଯୋଗ ହେବା ପରେ…

କରୋନାରୁ ସୁସ୍ଥ ହେବାର ପରେ ବଦଳାଇ…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଜଣେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଆଉଥରେ ଏଥିରେ ସଂକ୍ରମିତ ହେଉଛି। କରୋନା ଟିକା ସେତେ ଫଳପ୍ରଦ ହେଉନି। ଟିକା ନେଇଥିଲେ ଯେ ଜଣେ ସଂକ୍ରମିତ ହେବନାହିଁ, ତା’ର ନିଶ୍ଚିତତା ଦେଇ ହେଉନି। ତେଣୁ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି…

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିଏମକେ ସଭାପତି ଏମକେ. ଷ୍ଟାଲିନ୍। ଚେନ୍ନାଇ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଷ୍ଟାଲିନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। କୋଭିଡ୍ କଟକଣାକୁ ମାନି ଅଳ୍ପସଂଖ୍ୟକଙ୍କ ଉପସ୍ଥିତିରେ ଶୁକ୍ରବାର ଷ୍ଟାଲିନ୍ ଶପଥ ଗ୍ରହଣ…

ପୁଣି ବଢ଼ିଲା ତୈଳଦର, ମାଲକାନଗିରିରେ…

ଭୁବନେଶ୍ୱର: ଲଗାତାର ଚତୁର୍ଥ ଦିନରେ ପୁଣି ବଢ଼ିଲା ତୈଳଦର। ନିର୍ବାଚନ ପରେ ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଛି। ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇ ୯୧ ଟଙ୍କା ୨୭ ପଇସାରେ ପହଞ୍ଚିଛି । ସେହିଭଳି ଡିଜେଲ ଲିଟର ପିଛା ୩୧ ପଇସା ବଢ଼ି ୮୧ ଟଙ୍କା ୭୩ ପଇସାରେ ପହଞ୍ଚିଛି।…