Odisha Link
Bridging the Missing Links in Odisha
Daily Archives

May 7, 2021

ସାମ୍ବାଦିକଙ୍କୁ ମୃତ କର୍ମକର୍ତ୍ତା…

ବ୍ୟୁରୋ: ସେ ଜଣେ ସାମ୍ବାଦିକ। ସେ ବଞ୍ଚିଛନ୍ତି। କିନ୍ତୁ ପଶ୍ଚିମବଙ୍ଗ ବିଜେପି ଆିଟି ସେଲ୍‌ ତାଙ୍କୁ ନିଜର କର୍ମକର୍ତ୍ତା ବୋଲି ଦର୍ଶାଇବା ସହ ମୃତ ବୋଲି ଘୋଷଣା କରିଛି। ଟିଏମ୍‌ସି କର୍ମୀଙ୍କ ହାତରେ ସେ ପ୍ରାଣ ହରାଇତିବା ଦର୍ଶାଇ ଏକ ଭିଡିଓ ଛାଡ଼ିଟି ଆଇଟି ସେଲ୍। ଏ ମିଛ ଧରାପଡ଼ିବା ପରେ ବିଭିନ୍ନ ମହଲରେ…

ଦେଶରେ କରୋନା: ଦିନକରେ ୪.୧୪ ଲକ୍ଷ…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହହୁ ହୋଇ ବଢିବାରେ ଲାଗିଛି। ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷ ୧୪ ହଜାର ୧୮୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯୧୫ଜଣଙ୍କ…

କରୋନା ରୋଗୀଙ୍କ ଔଷଧ ପାଇଁ ନୂଆ…

ଭୁବନେଶ୍ୱର: କରୋନା ରୋଗୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ। କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ନୂଆ SOP ଜାରି କରାଯାଇଛି। କରୋନା ନୂଆ ଔଷଧ TOCILIZUMAB(ଟୋସଲିଜୁମାବ) ଓ ଅନ୍ୟ ଔଷଧ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ପ୍ରୋଟୋକଲ ଜାରି ହୋଇଛି। ଗୁରୁତର ରୋଗୀଙ୍କୁ ଔଷଧ, ଇଞ୍ଜେକ୍ସନ…

କରୋନା ନେଲା ଆଉ ୧୯ ଜୀବନ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟାରେ ମଧ୍ୟ ବ୍ରେକ୍‌ ଲାଗୁନି। ଗତ ୨୪ ଘଣ୍ଟା ମଧ୍ୟରେ ୧୨୨୩୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍…

କରୋନା: ରାଜ୍ୟରେ ଦୈନିକ ସଂକ୍ରମଣ ୧୨…

ଭୁବନେଶ୍ବର: ଅଣାୟତ୍ତ କଲାଣି ମହାମାରୀ କରୋନା। ରାଜ୍ୟରେ ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୨୨୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୧୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୩୨୪ ଜଣ…