Odisha Link
Bridging the Missing Links in Odisha
Daily Archives

May 13, 2021

୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟ୍ରାଏଲକୁ…

ନୂଆଦିଲ୍ଲୀ: ଦେଶରେ ଅରାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିର ରଖି ୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟାଏଲ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଭାରତ ବାୟୋଟେକକୁ କ୍ଲିନିକାଲ ପରୀକ୍ଷା ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଭାରତ…

ଓଡ଼ିଶାର ୪ ଜିଲ୍ଲାରେ ବଢ଼ିବ କୋଭିଡ ବେଡ୍

ଭୁବନେଶ୍ୱର: ଓଡ଼ିଶାର ୪ ଜିଲ୍ଲାରେ ହେବ ୫୫୦ କୋଭିଡ ବେଡ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ସମ୍ବଲପୁର, ସୁନ୍ଦରଗଡ, ଝାରୁସୁଗୁଡା ଓ ଅନୁଗୁଳ ଜିଲ୍ଲାରେ ୫୫୦ ବେଡ୍। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଦେଶରେ କରୋନା: ଦିନକରେ ୩.୬୨ ଲକ୍ଷ…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ହୁହୁ ବଢିବାରେ ଲାଗିଛି କରୋନା ସଂକ୍ରମଣ ମାମଲା। ଏହାରି ମଧ୍ୟରେ ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୨ ହଜାର ୭୨୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ ୩ ଲକ୍ଷ…

ଆସୁଛି ବାତ୍ୟା ‘ତଉକ୍ତେ’, ଓଡ଼ିଶା ଉପରେ…

ଭୁବନେଶ୍ୱର: ଆସୁଛି ବାତ୍ୟା ‘ତଉକ୍ତେ’। ଆରବ ମହାସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ତଉକ୍ତେ’ ମେ ୧୪ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ। ପରେ ଏହା ବାତ୍ୟାର ରୁପ ନେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ଆସନ୍ତା ୧୬ ତାରିଖରେ ବାତ୍ୟାରେ ପରିଣତ ହେବ…

ଓଡ଼ିଶାରେ ଭାରତୀୟ ଷ୍ଟ୍ରେନ୍ ବି. ୧.୬୧୭…

ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହୋଇଛି କରୋନାର ଭୟଙ୍କର ଭାରତୀୟ ଷ୍ଟ୍ରେନ୍‌ (ବି.୧.୬୧୭)। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗତକାଲି ଏହି ଘାତକ ଟ୍ରିପଲ୍‌ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌ ସମ୍ପର୍କରେ ସୂଚନା ଦେଇଥିଲା। ଓଡ଼ିଶାରେ ୭୦ ଜଣଙ୍କଠାରେ ବିପଜ୍ଜନକ ଏହି ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ଏଥିସହ ବ୍ରିଟେନ୍‌…

ଲୋକସେବା ଭବନ ବହାରେ ସରକାରୀ…

ଭୁବନେଶ୍ୱର: ଆଜିଠୁ ଲୋକସେବା ଭବନ କର୍ମଚାରୀଙ୍କୁ ଟିକାକରଣ। ଲୋକସେବା ଭବନ ବାହାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଦିଆଯିବ ଟିକା। ଲୋକସେବା ଭବନର କନ୍‌ଭେନସନ୍‌ ହଲରେ ଲୋକସେବା ଭବନ ସମେତ ଅନ୍ୟ ସରକାରୀ ଅଫିସର କର୍ମଚୀରୀ ଓ ଅଧିକାରୀମାନଙ୍କ ପାଇଁ ଟିକାକରଣ ବ୍ୟବସ୍ଥା ହୋଇଛି। ଏଥିପାଇଁ ବାହାରେ…

ରାଜ୍ୟରେ କରୋନା: ଦିନକରେ ୧୦ ହଜାରରୁ…

ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦୬୪୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୬୫ ଜଣ…