ବ୍ରହ୍ମପୁର ଓ ଭୁବନେଶ୍ବରରେ ଘରେ ପହଞ୍ଚିବ…
ବ୍ରହ୍ମପୁର: ଲକ୍ଡାଉନ୍ ସମୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଟିକାକରଣ କେନ୍ଦ୍ରକୁ ଆସିପାରୁ ନଥିବା ବରିଷ୍ଠ ନାଗରିକଙ୍କ ପାଇଁ ଏଣିକି ଟିକା ଗାଡ଼ି ଘରକୁ ଆସିବ। ବ୍ରହ୍ମପୁର ନଗର ନିଗମ ଅଞ୍ଚଳରେ ଏଭଳି ସେବା ଆରମ୍ଭ କରିଛନ୍ତି ଜିଲ୍ଲା ପ୍ରଶାସନ।
ରାଜ୍ୟରେ ପ୍ରଥମ ଥର ପାଇଁ…