ଟ୍ରମ୍ପ୍ଙ୍କ ପ୍ରତିମୂର୍ତ୍ତି ନିର୍ମାଣ…
ବ୍ୟୁରୋ: ରାଷ୍ଟ୍ରପତି ଥିବା ବେଳେ ୨୦୨୦ରେ ଆମେରିକାର ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି ସମ୍ବଳିତ ଏକ ଭବ୍ୟ ଉଦ୍ୟାନର ଯୋଜନା କରିଥିଲେ ଡୋନାଲ୍ଡ ଟ୍ରମ୍ପ। ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ପ୍ରକଳ୍ପକୁ ରଦ୍ଦ କରି ଦେଇଛନ୍ତି।
'ନାସନାଲ ଗାର୍ଡେନ୍ ଅଫ୍ ଆମେରିକାନ୍ ହିରୋଜ୍' ନାମରେ…