Odisha Link
Bridging the Missing Links in Odisha
Daily Archives

May 19, 2021

ମେଡିକାଲ ଅକ୍ସିଜେନ ଗାଡି ପାଇଁ ଟୋଲ…

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଓଡ଼ିଶା ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ଗାଡିଗୁଡିକ ପାଇଁ ଟୋଲ ଟ୍ୟାକ୍ସ ଛାଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ସରକାର। ନିର୍ଦ୍ଦେଶ ମୁତାବକ, ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଟୋଲ ପ୍ଲାଜାରେ ଅକ୍ସିଜେନ ଟ୍ୟାଙ୍କର…

ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କରୋନାକୁ ମାତ ଦେବା ପାଇଁ ସାରା ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଥିବା ବେଳେସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ…

ରାଜଧାନୀରେ ଅମାନିଆ ଗଣିଲେ ୨୦ ଲକ୍ଷ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣର ହାର ହୁହୁ ହେଇ ବଢ଼ୁଥିବା ବେଳେ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ଲକଡାଉନ ଜାରି ରହିଛି। ଏହାକୁ କଡ଼ାକଡ଼ା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ  କଟକଣାକୁ ଉଲ୍ଲଂଘନ ନେଇ କଡ଼ାକଡ଼ି ଯାଞ୍ଚ କରିବା ସହ…

ଆସୁଛି ବାତ୍ୟା ‘ୟଶ’, ଓଡ଼ିଶା…

ଭୁବନେଶ୍ୱର: ଭୁବନେଶ୍ୱର: ବାତ୍ୟା ‘ତଉକ୍ତେ’ ପରେ ଏବେ ପୁଣି ଦାନା ବନ୍ଧୁଛି ଆଉ ଏକ ବାତ୍ୟା। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଲଘୁଚାପରେ ପରିଣତ ହୋଇ ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ତେବେ ବାତ୍ୟା ‘ୟଶ'ର ପ୍ରଭାବ ଓଡ଼ିଶା ଉପରେ ନିଶ୍ଚିତ…

ନିଷ୍ଠୁର କରୋନା: ରୋଗୀଙ୍କ ଶବସତ୍କାର…

ହିସରା: ଦେଶରେ ଦେଖିବାକୁ ମିଳୁଛି ମହାମାରୀର କରାଳ ରୂପ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କହାର ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କର ଶବସତ୍କାର କରୁଥିବା ଜଣେ ବ୍ୟକ୍ତି ଏବେ ନିଜେ ଶବ ପାଲଟି ଯାଇଛନ୍ତି।  କରୋନା ଯୁଦ୍ଧରେ ଶେଷରେ ସେ ହାରି ଯାଇଛନ୍ତି।…

କେଜ୍ରିୱାଲଙ୍କ ‘କୋଭିଡ୍‌ ଭେରିଆଣ୍ଟ୍‌’…

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଟ୍ୱିଟକୁ ନେଇ ବିବାଦ। ସିଙ୍ଗାପୁର ନୂଆ କୋଭିଡ୍‌ ଷ୍ଟ୍ରେନ୍‌ ବାହାରିଛି ଏବଂ ତାହା ପିଲାମାନଙ୍କ ପାଇଁ ବିପଜ୍ଜନକ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଦେଇଥିବା ମନ୍ତବ୍ୟକୁ…

ଦେଶରେ ଟିକାର ଅଭାବ ଦୂର ନେଇ ପ୍ରସ୍ତାବ…

ନୂଆଦିଲ୍ଲୀ: ଦେଶରେ ଅରାୟତ୍ତ ହେଲାଣି କରୋନାର ଦ୍ୱିତୀୟ ଲହର। ହୁହୁ ହୋଇ ସଂକ୍ରମଣ ହାର ଧ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଏଥିସହ ଭ୍ୟାକ୍ସିନର ଅଭାବ ମଧ୍ୟ ଜାରି ରହିଛି। ଏହାକୁ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଟିକା ଅଭାବ କେମିତି ଦୂର କରାଯାଇ ପାରିବ ସେ ନେଇ ଏକ ବଡ ପ୍ରସ୍ତାବ…

ସାମ୍ବାଦିକଙ୍କୁ ମାଡ଼ ମାରିଲା ପୁଲିସ

ପୁରୀ: ସାମ୍ବାଦିକଙ୍କୁ ପିଟିଲା ପୁଲିସ। ଜଣେ ବ୍ୟବସାୟୀଙ୍କୁ ପୁଲିସ ମାଡ଼ ମାରି ଗୁରୁତର ଆହତ କରିବା ସହ ଏନେଇ ଜଣେ ସାମ୍ବାଦିକ ପୁଲିସକୁ ପଚାରିବାରୁ ପୁଲିସ ସମ୍ପୃକ୍ତ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ବଡ଼ଶଙ୍ଖ ଠାରେ ଫଳ ଓ ପନିପରିବା ବିକିବାକୁ ନେଇ ଆଜି ପୁଲିସ ଓ…

ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥାରେ…

ଭୁବନେଶ୍ୱର: ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଚିକିତ୍ସାଧୀନ ଥିବା ପ୍ରଦୀପ୍ତ କଥା କହିବା ଆରମ୍ଭ କରିଥିବା ଜଣାଯାଇଛି। ଏନେଇ ଏମସ୍‌ର ସୁପରିଟେଣ୍ଡେଣ୍ଟ ଡାକ୍ତର…

ଦେଶରେ କରୋନା: ୨୪ ଘଣ୍ଟାରେ ୪୫୨୯ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ଅଣାୟତ ହେଲାଣି କରୋନା ସ୍ଥିତି। ହୁହୁ ବଢ଼ୁଛି କରୋନା ସଂକ୍ରମଣ ହାର। ଥମିବାର ନାଁ ନେଉନି କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୫୨୯ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଦିନକରେ ୨ ଲକ୍ଷ ୬୭ ହଜାର ୩୩୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଏନେଇ କେନ୍ଦ୍ର…