Odisha Link
Bridging the Missing Links in Odisha
Daily Archives

May 20, 2021

ଦେଖିବାକୁ ମିଳିବନି ଭାରତ-ପାକ୍‌…

କଲମ୍ବୋ: ସାରା ବିଶ୍ବରେ କରୋନା ଲହର ବଢ଼ିବାରେ ଲାଗିଛି। ବିଶେଷକରି ଏସିଆରେ କରୋନାର ଦ୍ବିତୀୟ ଲହର ଦେଖିବାକୁ ମିଳିଛି। ବିଶ୍ବର ବଡ଼ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଅଧାରୁ ସ୍ଥଗିତ ରହିଛି। ଏସବୁ ମଧ୍ୟରେ କରୋନା ମହାମାରୀ ସଂକ୍ରମଣକୁ…

ନଦୀରେ ଖସି ପଡ଼ିଲା ଇଞ୍ଜିନ୍

ରାଉରକେଲା: ନଦୀରେ ଖସି ପଡ଼ିଲା ଟ୍ରେନ୍ ଇଞ୍ଜିନ୍। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ କନରବା ଷ୍ଟେସନ ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନର ଇଞ୍ଜିନ ବଗିରୁ ଅଲଗା ହୋଇ ନଦୀରେ ଖସି ପଡ଼ିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବିକ, ଟ୍ରେନ୍‌ଟି ହାଟିଆରୁ ରାଉରକେଲା ଯାଉଥିଲା।…

ରାଜ୍ୟରେ ୨୪ଶହ ଟପିଲା ମୃତ୍ୟୁ ସଂଖ୍ୟା,…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକରେ ରାଜ୍ୟରେ ୧୧, ୪୯୮ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ…

ଦିନକରେ ୧୧,୪୯୮ କରୋନା ପଜିଟିଭ ଚିହ୍ନଟ,…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଲକ୍‌ଡାଉନ୍, ସଟ୍‌ଡାଉନ୍‌ ଭଳି କଟକଣା ସତ୍ତ୍ବେ କମୁନି ସଂକ୍ରମଣ। ଏସବୁ ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୪୯୮ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ…