Odisha Link
Bridging the Missing Links in Odisha
Daily Archives

May 22, 2021

ମୁଣ୍ଡପିଛା ଆୟ: ଭାରତକୁ ପଛରେ ପକାଇଲା…

ବ୍ୟୁରୋ: ଭାରତର ମୁଣ୍ଡପିଛା ଆୟ ତୁଳନାରେ ପଡ଼ୋଶୀ ବାଂଲାଦେଶର ମୁଣ୍ଡପିଛା ଆୟ ଅଧିକ ରହିଛି। ୨୦୨୧ ଆର୍ଥିକ ବର୍ଷରେ (୨୦୨୦ ଏପ୍ରିଲରୁ ୨୦୨୧ ମାର୍ଚ୍ଚ) ଭାରତକୁ ପଛରେ ପକାଇଦେଇଛି ବାଂଲାଦେଶ। ଭାତର ମୁଣ୍ଡପିଛା ଆୟ ୧,୯୪୭ ଡଲାର ଥିବା ବେଳେ ବାଂଲାଦେଶର ରହିଛି ୨,୨୨୭ ଡଲାର। ଭାରତୀୟ ମୁଦ୍ରାରେ ଜଣେ…

ରାଜ୍ୟରେ କରୋନା: ଦିନକରେ ଚାଲିଗଲା ୨୬…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକରେ ରାଜ୍ୟରେ ୧୧, ୧୦୮ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ…

ଦିନକରେ ୧୧,୧୦୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସଂକ୍ରମଣ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ୨୪ ଘଣ୍ଟାରେ ରାଜ୍ୟରୁ ୧୧,୧୦୮ ଜଣ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୯,୫୩୦ରେ ପହଁଞ୍ଚିଛି। ଦିନକରେ ଚିହ୍ନଟ…