Odisha Link
Bridging the Missing Links in Odisha
Daily Archives

June 7, 2021

ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ…

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଅନ୍ୟପଟେ ଆଜିଠୁ ଦେଶର କିଛି ରାଜ୍ୟ ଲଗାଇଥିବା ଲକ୍‌ଡାଉନ୍‌ ଅନ୍‌ଲକ୍‌ କରିବା ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୫ ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏନେଇ…

‘ସିଏମ୍‌ ଯୋଗୀଙ୍କ ସପକ୍ଷରେ…

କାନପୁର: ସୋସିଆଲ ମିଡିଆରେ ମିଛ ଖବର ଭାଇରାଲ କରୁଥିବା ଦୁଇଜଣ ଏକ୍ସପର୍ଟଙ୍କୁ ଗିରଫ କରିଛି କାନପୁର ପୁଲିସ। ଏଥିସହିତ ମିଛ ଟ୍ବିଟ୍‌ ମାମଲାରେ ପୂର୍ବ ଆଇଏଏସ୍‌ ସୂର୍ଯ୍ୟ ପ୍ରତାପ ଶାହୀଙ୍କ ନାମରେ ମଧ୍ୟ ମାମଲା ଦାୟର ହୋଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି ପୁଲିସ। କାନପୁର…

ଜଘଣ୍ୟ ଜ୍ୱାଇଁ: ଶାଳୀ-ଶାଶୁଙ୍କୁ କଲା…

କେନ୍ଦୁଝର: ଛତୁ ଆଣିବାକୁ ଜଙ୍ଗଲକୁ ଯାଇଥିଲେ ଶାଶୁ, ଶାଳୀ ଓ ଜ୍ବାଇଁ। ହେଲେ ଜଙ୍ଗଲରେ ପହଁଞ୍ଚିବା ପରେ ଜ୍ବାଇଁର ଭୁଲିଗଲା ସମ୍ପର୍କ। ମନ୍ଦ ଉଦ୍ଦେଶ୍ୟ ରଖିଥିବା ଜ୍ବାଇଁ ଶାଳୀକୁ ଧର୍ଷଣ କରିବା ପରେ ମନ ବୁଝିଲାନି। କୁରାଢୀରେ ଶାଳୀକୁ ହାଣି ୨୦୦ ଫୁଟ ଖାଇକୁ ଫିଙ୍ଗିଦେଲା ଭିଣୋଇ। ଏହାପରେ ଶାଶୁକୁ ଗଛରେ…

ଛିଙ୍କରୁ ମହାଭାରତ: ସ୍ବାସ୍ଥ୍ୟକର୍ମୀ…

ଉମରକୋଟ: ଛିଙ୍କରୁ ମହାଭାରତ। ଆପଣଙ୍କୁ ଏକଥା ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ କଥାଟି ସତ। ଜଣେ ସ୍ବାସ୍ଥ୍ୟକର୍ମୀ ଛିଙ୍କିବାରୁ ଡାକ୍ତର ଗାଳି ଗୁଲଜ କରିଥିଲେ। କଥା ସେତିକିରେ ଅଟକି ନଥିଲା ସ୍ବାସ୍ଥ୍ୟକର୍ମୀ ଜଣକ ଡାକ୍ତର କାହିଁକି ଗାଳି କରିବାରୁ ମାଡ଼ ମାରିଥିଲେ ମଧ୍ୟ ଡାକ୍ତର। ଏହାପରେ ଡାକ୍ତରଙ୍କ ନାମରେ…

ବଡ଼ ଖବର: ରାଜ୍ୟରେ ୩ ହଜାର ଟପିଲା ମୃତ୍ୟୁ…

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ସରକାର। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୧ ଜଣଙ୍କ…

ଆଶ୍ବସ୍ତିକର ଖବର: ଖସୁଛି ସଂକ୍ରମଣ…

ଭୁବନେଶ୍ବର: ରାଜ୍ୟ ପାଇଁ ଆଶ୍ବସ୍ତିକର ମାସ ପାଲଟିଛି ଜୁନ୍‌। ରାଜ୍ୟରେ ଧୀରେ ଧୀରେ ତଳମୁହାଁ ହେଉଛି କରୋନା ଗ୍ରାଫ୍। ଦୈନିକ ସଂକ୍ରମିତ ଗ୍ରାଫ୍‌ କମିିବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା…