Odisha Link
Bridging the Missing Links in Odisha
Daily Archives

June 19, 2021

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଶରୀରରେ ଲଗାତାର ଅକ୍ସିଜେନ୍‌ ଲେବଲ୍‌ କମି ଥିଲା। ପରେ ତାଙ୍କର ଆଇସିୟୁରେ ଚିକିତ୍ସା ଜାରି ରହିଥିଲା। ଅକ୍ସିଜେନ୍ ଲେବଲ୍…

ସମୁଦ୍ର ଗର୍ଭରେ ଲୀନ ହୋଇପାରେ…

ଲାକ୍ଷାଦ୍ବୀପ: ସମୁଦ୍ର ଗର୍ଭରେ ଲୀନ ହୋଇପାରେ ବିଶ୍ବର ସବୁଠୁ ସୁନ୍ଦର ଦ୍ବୀପ ଭାବେ ଲାକ୍ଷାଦ୍ବୀପ ଜଣାଶୁଣା। ଏବେ ଏହି ଲକ୍ଷାଦ୍ବୀପ ସମୁଦ୍ରରେ ଲୀନ ହୋଇଯିବାକୁ ବସିଛି। ସୂଚନା ମୁତାବକ ପ୍ରତିବର୍ଷ ସମୁଦ୍ରର ଜଳସ୍ତର ୦.୪ ମିମିରୁ ୦.୯ ମିମି ପର୍ଯ୍ୟନ୍ତ ବଢ଼ିବ। ଏପରି ଘଟିଲେ ଲାକ୍ଷାଦ୍ବୀପ ଧିରେ ଧିରେ…

୪ ସିଂହଙ୍କ ଠାରେ ଡେଲଟା ଭାରିଆଣ୍ଟ…

ଚେନ୍ନାଇ: ପଶୁଙ୍କ ଶରୀରକୁ ବ୍ୟାପିଲାଣି କରୋନା ଭୂତାଣୁ। ଚେନ୍ନାଇର ଆରିଗନାର ଜୁଲୋଜୀ ପାର୍କର ୪  ସିଂହଙ୍କ ଠାରେ କରୋନାର ଡେଲାଟା ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହି ପ୍ରାଣୀ ଉଦ୍ୟାନରୁ ୧୧ ଟି ସିଂହର ନମୁନା କୋଭିଡ ପରୀକ୍ଷା ପାଇଁ ମେ’ ମାସରେ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଟି…

୬ଷ୍ଠ ବିବାହ ବେଳେ ଭଣ୍ଡ ବାବାକୁ ଗିରଫ…

କାନପୁର: ୬ଷ୍ଠ ବିବାହ ବେଳେ ବାବାକୁ ଧରିଲା ପୁଲିସ। ପୂର୍ବରୁ ୫ଥର ବିବାହ କରି ୬ଷ୍ଠ ବିବାହ କରିବାକୁ ଯାଉଥିବା ବେଳେ ଧରିଲା ପୁଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି କାନପୁରରେ। ବ୍ୟକ୍ତି ଜଣଙ୍କ ପୂର୍ବରୁ ୫ ଜଣଙ୍କୁ ବିବାହ କରି ସେମାନଙ୍କ ଠାରୁ ଆଇନଗତ ଉପାୟରେ ଅଲଗା ନ ହୋଇ ମଧ୍ୟ ୬ଷ୍ଠ ବିବାହ କରିବାକୁ…

ରାଜଧାନୀରେ କମୁଛି ସଂକ୍ରମଣ: ଦିନକରେ ୩୩୨…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ହାର ଧିରେ ଧିରେ କମୁଛି। ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୩୩୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୭୦ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୨ ଜଣ…

ଭବାନୀପାଟଣାରେ କୋଭିଡ ହସ୍ପିଟାଲ ଉଦଘାଟନ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣା ଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଉଦ୍‌ଘାଟନ କରିଛନ୍ତି। ଏଥିରେ ୧୬ଟି ଆଇସିୟୁ ଓ ୧୬ଟି ଏଚଡିୟୁ ଶଯ୍ୟା ସହିତ ଏକ ସ୍ୱତନ୍ତ୍ର ଶିଶୁ ଚିକିତ୍ସା…

ଓଡ଼ିଶାରେ ଜିଓର ଦବ୍‌ଦବା ଜାରି,…

ଭୁବନେଶ୍ୱର: ଓଡ଼ିଶା ଦୂରସଂଚାର ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବା ଭାରତର ଦୂରସଂଚାର ନିୟାୟକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି। ଟ୍ରାଇ ପକ୍ଷରୁ…

ରାଜଧାନୀରେ ମାତିଛନ୍ତି ସାଇବର ଅପରାଧି

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଛନ୍ତି ସାଇବର ଅପରାଧି। ଜଣେ ଯୁବକଙ୍କ କ୍ରେଡିଟ କାର୍ଡରୁ ଟଙ୍କା ଗାଏବ। ମୋବାଇଲକୁ କୌଣସି ମେସେଜ କିମ୍ବା କଲ ଆସିନଥିବା ବେଳେ ରାତି ୧୨ଟାରେ ଆପେ ଆପେ ୧୯ ଥର ଟ୍ରାଞ୍ଜେକ୍ସନରେ ୩୧ ହଜାର ଟଙ୍କା କଟିଛି। ଏନେଇ ଯୁବକ ଜଣଙ୍କ ସାଇବର ସେଲରେ ଅଭିଯୋଗ କରିଛନ୍ତି। ପୁଲିସ ଏ…

ରାଜ୍ୟରେ ଟିକା ନେଇନାହାଁନ୍ତି ୨ ଲକ୍ଷ…

ଭୁବନେଶ୍ୱର: କରୋନାକୁ ମାତ୍‌ ଦେବାକୁ ରାଜ୍ୟରେ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ ଉପରେ ସରକାର ଜୋର ଦେଉଥିବା ବେଳେ କରୋନା ବିପକ୍ଷ ଲଢେଇରେ ସାମିଲ ସମ୍ମୁଖ ଯୋଦ୍ଧା ଏଯାଏଁ ଟିକା ନେଇନଥିବା ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ଏଯାଏଁ ଟିକା ନେଇନାହାଁନ୍ତି ପାଖାପାଖି ୨ ଲକ୍ଷ କୋଭିଡ୍ ଯୋଦ୍ଧା।…

ଦେଶରେ ରହିବା ଅନୁକୂଳ ତାଲିକାରେ ଦିଲ୍ଲୀ…

ଭୁବନେଶ୍ୱର: ଦେଶରେ ରହିବା ପାଇଁ ସବୁଠୁ ଅନୁକୂଳ ତାଲିକାରେ ସ୍ଥାନ ପାଇଛି ରାଜଧାନୀ ଭୁବନେଶ୍ୱର। ରହିବା ପାଇଁ ସବୁଠାରୁ ଅନୁକୂଳ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ରାଜଧାନୀ ଭୁବନେଶ୍ୱର। ପ୍ରଥମ ସ୍ଥାନରେ ବେଙ୍ଗଳୁରୁ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ସିମଲା ରହିଛି। ସେଣ୍ଟର…