Odisha Link
Bridging the Missing Links in Odisha
Daily Archives

June 20, 2021

ସାବଧାନ: ଫେରିଲା ଜୋକର ମାଲଓ୍ବେର,…

ନୂଆଦିଲ୍ଲୀ: ପୁଣି ଆସିଲା ଜୋକର ମାଲଓ୍ବେର। କ୍ବିକ୍‌ ହିଲ ସିକ୍ୟୁରିଟି ଲ୍ୟାବର ଅନୁସନ୍ଧାନକାରୀ ଦଳ ଗୁଗୁଲ ପ୍ଲେ ଷ୍ଟୋରରେ ଥିବା ୮ଟି ଆପ୍ସ ଠାବ କରିଛନ୍ତି। ଯେଉଁଥିରେ ଜୋକର ମାଲଓ୍ବେର ଥିବା ଚିହ୍ନଟ ହୋଇଛି। ଅନୁସନ୍ଧାନକାରୀ ମାନେ କହିଛନ୍ତି ଯେ, ଯଦି ଆପଣଙ୍କ ଫୋନରେ ଏଭଳି ଆପ୍‌ ରହିଛି ତେବେ ତାକୁ…

ବାପା: ଏକ ଅସଂପୂର୍ଣ୍ଣ ଉପନ୍ୟାସ

ଡ. ଦେବାଶିଷ ପାଣିଗ୍ରାହୀ ଆଜି ପିତୃ ଦିବସ। ଦିନକ ତଳେ ପରଲୋକ ଗମନ କରିଥିବା ଆଇପିଏସ୍ ଅଫିସର ତଥା ବିଶିଷ୍ଟ ଲେଖକ ଡ. ଦେବାଶିଷ ପାଣିଗ୍ରାହୀ, କିଛିବର୍ଷ ପୂର୍ବେ ‘ମଧୁଲିତା’ ପତ୍ରିକାରେ ତାଙ୍କ ବାପା ବୃନ୍ଦାବନ ଚନ୍ଦ୍ର ପାଣିଗ୍ରାହୀଙ୍କ ବିଷୟରେ କିଛି ସୁନ୍ଦର କଥା କହିଥିଲେ। ବାପା ଥିଲେ ମୋର ସବୁଠୁ…

ବ୍ରହ୍ମପୁରର ସୁବାସଙ୍କୁ ଅକ୍ଷୟଙ୍କ…

ବ୍ରହ୍ମପୁର: ବ୍ରହ୍ମପୁରର ସୁବାସ ଚନ୍ଦ୍ର ମହାରଣାଙ୍କୁ ପ୍ରଶଂସା କଲେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର। କୋଭିଡ ମହାମାରୀ ସମୟରେ ସାହାଯ୍ୟ କରିଥିବାରୁ ସୁବାସଙ୍କୁ ସାବାସି ଦେଇଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର। ଗତ ମେ ୬ ତାରିଖରେ ଅକ୍ଷୟ କୁମାରଙ୍କ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କ ସ୍ତ୍ରୀ…

ମାନିଲେନି କଟକଣା, ଗଙ୍ଗାରେ ବୁଡ଼ ପକାଇଲେ…

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। କିଛି ରାଜ୍ୟ କଟକଣା କୋହଳ କରିବାରେ ଲାଗିଛନ୍ତି। ଏସବୁ ମଧ୍ୟରେ କରୋନା ମହାମାରୀ ପାଇଁ ଉତ୍ତରାଖଣ୍ଡ ପ୍ରଶାସନ ଗଙ୍ଗା ସ୍ନାନ ଉପରେ ରୋକ ଲଗାଇଥିଲେ। ହେଲେ କୋଭିଡ କଟକଣାକୁ ଫୁ କରି ରବିବାର ଦିନ ଗଙ୍ଗା ଦଶହରା ଅବସରରେ ଉତ୍ତରାଖଣ୍ଡ…

WTC ଫାଇନାଲ: ଜାମିସନଙ୍କ ଘାତକ ବୋଲିଂ,…

ସାଉଥମ୍ପଟନ୍: ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲାର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ଅଲଆଉଟ୍। ଟିମ୍‌ ଇଣ୍ଡିଆ ୯୨ ଓଭର ଗୋଟିଏ ବଲରେ ସମସ୍ତ ଓ୍ବିକେଟ ହରାଇ ମୋଟ୍‌ ୨୧୭ ରନ୍‌ କରିବାରେ ସଫଳ ହୋଇଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ଆଜିଙ୍କ୍ୟ ରାହାଣେ ସର୍ବାଧିକ ୪୯ ରନ୍‌ କରିଥିବା ବେଳେ…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୀତି…

ପୁରୀ: ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ହୋଇଛି। ବୈଠକରେ ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି…

ପୁଣି ବଢ଼ିଲା ତୈଳଦର

ଭୁବନେଶ୍ବର: ଆଜି ଦେଶରେ ପୁଣି ତେଲଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଓଡ଼ିଶାର ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡିରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ଟପିଯାଇଛି। ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ…

କୋଭିଡ୍‌ ଅନାଥ ଶିଶୁମାନଙ୍କ ପାଇଁ…

ଉଭୟ ପିତା-ମାତା ଅଥବା ଏକକ-ଜନନୀ ବା ଏକକ ପିତାଙ୍କୁ ହରାଇ ଥିବା ପିଲାଙ୍କୁ ମିଳିବ ମାସିକ ୨,୫୦୦ ଟଙ୍କା କେବଳ ମୁଖ୍ୟ ଉପାର୍ଜନକାରୀ ବାପା ବା ମା' ଜଣକୁ ହରାଇ ଥିବା ପିଲାଙ୍କୁ ମାସିକ ୧,୫୦୦ ଟଙ୍କା ଜଣେ ବି ଅସହାୟ ଶିଶୁ ଯେପରି ବାଦ୍ ନପଡ଼ନ୍ତି ସେଥିପାଇଁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ…