Odisha Link
Bridging the Missing Links in Odisha
Daily Archives

June 21, 2021

ଆଜି ବିଶ୍ୱ ସଙ୍ଗୀତ ଦିବସ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ସଙ୍ଗୀତ ଦିବସ। ସଙ୍ଗୀତ ବିନା ଜୀବନ ଅଧୁରା। ଦୁଃଖସୁଖରେ ମଣିଷର ସାଥୀ ହୋଇ ରହିଥାଏ ସଙ୍ଗୀତ। ସଙ୍ଗୀତ ଭଳି ଏକ ସୁନ୍ଦର ଉପହାର ପାଇଁ ସମସ୍ତ ସଙ୍ଗୀତକାର ଏବଂ ଗାୟକ/ଗାୟିକା ମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ବିଶ୍ୱ ସଙ୍ଗୀତ ଦିବସ ପାଳନ କରାଯାଏ। ବିଶ୍ୱ…

ଜାମ୍ମୁ କଶ୍ମୀରରେ ଏନ୍‌କାଉଣ୍ଟର, ୩…

ଶ୍ରୀନଗର: ଜାମ୍ମୁ-କାଶ୍ମୀର ଗୁଣ୍ଡବ୍ରଥ ଅଞ୍ଚଳରେ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ। ଜାମ୍ମୁ-କାଶ୍ମୀର ପୋଲିସର କହିବା ଅନୁଯାୟୀ, ଗତକାଲି ପ୍ରଥମେ ଜଣେ ଆତଙ୍କବାଦୀଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଥିଲା। ପରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତିନି ଆତଙ୍କବାଦୀଙ୍କ…

ନିଜର ଯୋଗ କାହାଣୀ ସେୟାର କଲେ କଙ୍ଗନା,…

ମୁମ୍ବାଇ: ଆନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ କଙ୍ଗନା ରଣାୱତ ଯୋଗର କାହାଣୀ ସେୟାର କରିଛନ୍ତି। ଏଥିସହ ସେ ତାଙ୍କ ପିତାମାତାଙ୍କର ଯୋଗ କରୁଥିବା ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। କଙ୍ଗନା କହିଛନ୍ତି ଯେ. ତାଙ୍କ ମା’ଙ୍କର ଓପନ ହାର୍ଟ ସର୍ଜରୀ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ କିନ୍ତୁ ସେ ଯୋଗ…

ପେଟ୍ରୋଲ ପରେ ଶତକ ଟପିଲା ଡିଜେଲ

ଭୁବନେଣ୍ବର: ପେଟ୍ରୋଲ ପରେ ଏବେ ଶତକ ଟପିଲା ଡ଼ିଜେଲ ଦର। ଲଗାତାର ପେଟ୍ରୋଲ ଓ ଡ଼ିଜେଲ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ପକେଟ ଉପରେ ପଡୁଛି। କୋରାପୁଟରେ ଡିଜେଲ ଦର ଶହେ ଟଙ୍କା ଅତିକ୍ରମ କରିଛି। ଗତକାଲି ଡିଜେଲ ଦର ୯୯ ଟଙ୍କା ୭୫ ପଇସା ଥିବାବେଳେ ଆଜି ଏହା ୩୦ ପଇସା…

୧୨ ଜିଲ୍ଲାରେ ବର୍ଷା ଆଶଙ୍କା, ୟେଲୋ…

ଭୁବନେଶ୍ୱର: ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା। ଉତ୍ତର ପଶ୍ଚିମ ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଥିବା ଏକ ଟ୍ରପ୍‌ଲାଇନ୍‌ ପ୍ରଭାବରେ ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ…

ଭୁବନେଶ୍ୱର: କୋଭିଡରେ ସଂକ୍ରମିତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି ବିଜେପି ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଯଦି ସ୍ୱାସ୍ଥ୍ୟାବସ୍ଥା ଏହିଭଳି ରୁହେ ତାହାଲେ ଚାରି ଦିନ ଭିତରେ ପ୍ରଦୀପ୍ତ ନାୟକ ହସ୍ପିଟାଲରୁ…

ଦିନକରେ ୧୩ ଲକ୍ଷ ଟିକାକରଣ କରି ରେକର୍ଡ…

ହାଇଦ୍ରାବାଦ: ଗୋଟିଏ ଦିନରେ ୧୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇ ନୂଆ ରେକର୍ଡ ସୃଷ୍ଟି କରିଛି ଆନ୍ଧ୍ରପ୍ରଦେଶ। ଗତରାତି ୯ଟାରେ ଶେଷ ହୋଇଥିବା ସ୍ବତନ୍ତ୍ର ଟିକାକରଣ ଅଭିଯାନରେ ସମଗ୍ର ରାଜ୍ୟରେ ଲୋକମାନଙ୍କୁ ୧୩,୪୫,୦୦୪ ଡୋଜ୍‌ ଟିକା ଦିଆଯାଇଛି। ଏହା ପୂର୍ବ ଦିନ ମଧ୍ୟ ୬ ଲକ୍ଷରୁ ଅଧିକ ଲୋକଙ୍କୁ…

ଆଜିଠୁ ଅନଲାଇନ ୟୁଟ୍ୟୁବ୍‌ କ୍ଲାସ୍ ଆରମ୍ଭ

ଭୁବନେଣ୍ବର: ଆଜିଠୁ ରାଜ୍ୟର ସରକାରୀ ସ୍କୁଲରେ ଅନଲାଇନ ପାଠପଢା। କରୋନାର ଦ୍ବିତୀୟ ଲହର ଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷର ପାଠପଢ଼ା ବ୍ୟାହତ ହୋଇଛି। ଶିକ୍ଷାବର୍ଷର ୩ ମାସ ଗଡ଼ି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗୋଟିଏ ବି ଶ୍ରେଣୀର କ୍ଲାସରୁମ୍‌ ଶିକ୍ଷାଦାନ ହୋଇପାରି ନାହିଁ। ତାହାକୁ ଦୃଷ୍ଟିରେ ରଖି…

ରାଜ୍ୟରେ କମୁଛି ସଂକ୍ରମଣ: ଦିନକରେ ୩୦୩୧…

ଭୁବନେଶ୍ୱର: ରାଜ୍ୟରେ କମୁଛି ସଂକ୍ରମଣ ହାର ମାତ୍ର ମୃତ୍ୟୁସଂଖ୍ୟା ଥମିବାର ନା ଧରୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ୩୦୩୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୩୮ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ…

ରାଜ୍ୟରେ ଆଜିଠୁ କ୍ୟାମ୍ପେନ୍ ମୋଡ଼ରେ…

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ କ୍ୟାମ୍ପେନ୍ ମୋଡ଼ରେ ଟିକାକରଣ କରାଯିବ। କେନ୍ଦ୍ର ସରକାରଙ୍କ ନୂଆ ଭ୍ୟାକ୍ସିନେସନ ପଲିସିକୁ ଗୁରୁତ୍ୱ ଦେବା ସହ ରାଜ୍ୟ ସରକାର ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟ ରଖିଛନ୍ତି। ମହାନଗର ନିଗମରେ ୨୦ଟି, ମ୍ୟୁନିସିପାଲିଟିରେ ୧୦ଟି ସେସନ କରାଯିବା ସହ ପ୍ରତ୍ୟେକ ବ୍ଲକ ଓ ଏନଏସିରେ…