ଅନ୍ତର୍ଦେଶୀୟ ବିମାନ ପାଇଁ ଭୁବନେଶ୍ବରରେ…
ଭୁବନେଶ୍ବର: ଡୋମେଷ୍ଟିକ୍ ବିମାନ ପାଇଁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ବତନ୍ତ୍ର ଟର୍ମିନାଲ ନିର୍ମାଣ ଚାଲିଛି। ଟି-୩ ନାମରେ ପରିଚିତ ଏହି ତୃତୀୟ ଟର୍ମିନାଲ ୨୦୨୨ରେ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ଏଥିପାଇଁ ୯୧୩ କୋଟି ଟଙ୍କା ବ୍ୟୟ ହେଉଛି। ଏହି ଟର୍ମିନାଲ ନିର୍ମାଣ ପରେ ବର୍ତ୍ତମାନ…