Odisha Link
Bridging the Missing Links in Odisha
Daily Archives

June 29, 2021

‘ଖେଳ ରତ୍ନ’ ପାଇଁ ଦୂତୀ…

ଭୁବନେଶ୍ବର: ରାଜ୍ୟ ସରକାର ଓଡ଼ିଆ ଝିଅ ତଥା ଭାରତର ଅଗ୍ରଣୀ ମହିଳା ସ୍ପିଣ୍ଟର ଦୂତୀ ଚାନ୍ଦଙ୍କ ନାମ ରାଜୀବ ଗାନ୍ଧି ଖେଳ ରତ୍ନ ପାଇଁ ସୁପାରିଶ କରିଛନ୍ତି। ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ହେଉଛି ଖେଳ ରତ୍ନ। କେବଳ ଦୂତୀଙ୍କ ନାମ ନୁହେଁ ଭାରତୀୟ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର…

ଅସନ୍ତୁଷ୍ଟ ପିଲା ପରୀକ୍ଷା ଦେଇପାରିବେ :…

ଭୁବନେଶ୍ବର:ଚଳିତବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ୍‌ ରେଜଲ୍ଟ। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଏବେ ରାଜ୍ୟରେ ମାଟ୍ରିକ୍‌ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗ ଚର୍ଚ୍ଚାରେ। ଏହାକୁ ନଜରରେ ରଖି ମାଧ୍ୟମିକ ଶିକ୍ଷା…

ମୋର କୌଣସି କଥାରେ ଅବସୋସ ନାହିଁ, ଏମିତି…

ନୂଆଦିଲ୍ଲୀ: ୨୦୨୨ରେ ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ରାଜ୍ୟ ରାଜନୀତିଠୁ ଆରମ୍ଭ କରି ଜାତୀୟ ରାଜନୀତି ସରଗରମ। ଏସବୁ ମଧ୍ୟରେ ସବୁଠୁ ଚର୍ଚ୍ଚାରେ ଅଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଭାରତୀୟ ଜନତା ପାର୍ଟି ଯୋଗୀଙ୍କ…

କଳିଯୁଗରେ ନିଆରା ସ୍ବୟଂବର, ଧନୁ ଭାଙ୍ଗି…

ପାଟନା: ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ସ୍ବଂୟବରରେ ଶିବଧନୁ ଭାଙ୍ଗି ମାତା ସୀତାଙ୍କୁ ବିବାହ କରିଥିଲେ। ଯାହା ଆପଣମାନେ ସମସ୍ତେ ଜାଣିଥିବେ ନିଶ୍ଚୟ। ହେଲେ କଳିଯୁଗରେ ସ୍ବୟଂବରର ପୁନରାବୃତ୍ତି ଦେଖିବାକୁ ମିଳିଛି। ବିହାରର ସାରଣ ଜିଲ୍ଲାରେ ରାମାୟଣରେ ହୋଇଥିବା ସ୍ବୟଂବର ଭଳି ଏକ ସ୍ବୟଂବର…

ଶ୍ରୀଲିଙ୍ଗରାଜ ମନ୍ଦିରରୁ ଖସୁଛି ପଥର…

ଭୁବନେଶ୍ବର: ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିରୁ ଖସୁଛି ପଥର ଖଣ୍ଡ। ଏପରିକି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବିଶ୍ୱ ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ଘୋର ଅବହେଳା କରୁଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ହେବ ମନ୍ଦିରରେ ସାମାନ୍ୟତମ ରକ୍ଷଣାବେକ୍ଷଣ କରୁନଥିବା ଅଭିଯୋଗ ହୋଇଛି।…

ଆଜି ଶ୍ରୀଜିଉଙ୍କୁ ଫୁଲରୀ ତେଲ ଲାଗି

ପୁରୀ: ଆଜି ଶ୍ରୀଜିଉଙ୍କ ଫୁଲରୀ ତେଲ ଲାଗି ନୀତି ଅଣସର ପିଣ୍ଡିରେ ସମ୍ପାଦନ ହେବ। ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଅଣସର ନୀତିର ଅନ୍ୟତମ ଅତି ଗୋପନୀୟ ନୀତି ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ସମ୍ପାଦନ କରିଥିଲେ ଦଇତାପତି ସେବକ। ଶ୍ରୀଅଙ୍ଗ ଫିଟା ନୀତି ସଂପନ୍ନ ହୋଇଥିବା ବେଳେ ଆଜି ଶ୍ରୀଜିଉଙ୍କ ଫୁଲରୀ…

ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ଦୈନିକ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟ କମିବାରେ ଲାଗିଛି। ହେଲେ ରାଜ୍ୟରେ କମୁନି ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୪୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ ଆକ୍ରାନ୍ତଙ୍କ ମୃତ୍ୟ ହୋଇଛି।…

୨୪ ଘଣ୍ଟାରେ ୨୬୪୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର। ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ଦୈନିକ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ମାଟ୍ରିକ ପରୀକ୍ଷା ଫଳକୁ ନେଇ ଆଜି ବୋର୍ଡ…

କଟକ: ମାଟ୍ରିକ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗରେ ଆଜି ଦିନ ୧୧ଟାରେ ପ୍ରେସମିଟ୍‌ କରି ପ୍ରତିକ୍ରିୟା ରଖିବେ ବୋର୍ଡ କର୍ତ୍ତୃପକ୍ଷ। ଏଥିସହ ମାଟ୍ରିକ ମୂଲ୍ୟାୟନ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ମଧ୍ୟ ଦୂର କରିବେ ବୋର୍ଡ କର୍ତ୍ତୃପକ୍ଷ। ମାଟ୍ରିକ୍ ରେଜଲ୍ଟକୁ ନେଇ ବିଭିନ୍ନ ସ୍ଥାନରେ…

କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ…

ଭୁବନେଶ୍ୱର: ଓଡ଼ିଆ ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ବେଳେ ଚିକିତ୍ସା ଜାରି ରହିଛି। ଓଡ଼ିଶା ମ୍ୟୁଜିକ୍‌ ୱେଲ୍‌ଫେୟାର ଆସୋସିଏସନ୍‌ର ସଦସ୍ୟମାନେ…