ଗର୍ଭ ଯନ୍ତ୍ରଣାରେ ମହିଳାଙ୍କ ମୃତ୍ୟୁ,…
ବାଲେଶ୍ୱର: ଗର୍ଭ ଯନ୍ତ୍ରଣାରେ ପ୍ରସବ ପୂର୍ବରୁ ମହିଳାଙ୍କ ମୃତ୍ୟୁ। ଦୁନିଆକୁ ଦୁଇଟି ଜୀବନ ଆଣିବା ଆଗରୁ ଚିରନିଦ୍ରାରେ ଶୋଇଗଲା ସ୍ତ୍ରୀ। ଭାଙ୍ଗିଯାଇଛି ରମାକାନ୍ତଙ୍କର ସୁନା ସଂସାର। ବାପା ହେବେ ବୋଲି ପାଦ ମାଟିରେ ବି ଲାଗୁନଥିବା ବେଳେ ବାପା ଡାକ ତ ଶୁଣିବା ଦୂରର କଥା। ନିଷ୍ଠୁର ବିଧାତା ସ୍ତ୍ରୀକୁ…