Odisha Link
Bridging the Missing Links in Odisha
Daily Archives

July 5, 2021

ଟିକାକରଣରେ ରେକର୍ଡ କଲା ଓଡ଼ିଶା

ଭୁବନେଶ୍ୱର: ଟିକାକରଣରେ ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା। ସୋମବାର ରାଜ୍ୟରେ ୪ଲକ୍ଷ ଅତିକ୍ରମ କରିଛି ଟିକାକରଣ ସଂଖ୍ୟା। ସୋମବାର ସମୁଦାୟ ୧୭୩୫ଟି କେନ୍ଦ୍ରରେ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକାକରଣରେ ସାମିଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୫ ଲକ୍ଷ ଡୋଜର ଟିକା ପ୍ରଦାନ…

ଶ୍ରୀନଗରରେ ଡ୍ରୋନ ବ୍ୟବହାର ଉପରେ କଟକଣା

ଶ୍ରୀନଗର: ଶ୍ରୀନଗରରେ ଡ୍ରୋନ ବ୍ୟବହାର ଉପରେ ଲାଗିଲା କଟକଣା। ଜାମ୍ମୁ ବିମାନବନ୍ଦରେ ଥିବା ବାୟୁସେନାର ଷ୍ଟେସନ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣର କିଛି ଦିନ ପରେ କଡା ଆଭିମୁଖ୍ୟ ଦେଖାଇଛି ଜମ୍ମୁକାଶ୍ମୀର ପ୍ରଶାସନ। ଶ୍ରୀନଗରରେ ଡ୍ରୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଏପରିକି ଏହି ଅଂଚଳରେ…

୨୦୨୨ ଶିକ୍ଷାବର୍ଷ ପାଇଁ ନୂଆ ନିୟମ ଘୋଷଣା…

ନୂଆଦିଲ୍ଲୀ: ମହାମାରୀ କରୋନା ଭିତରେ ବୋର୍ଡ ପରୀକ୍ଷାକୁ ନେଇ ଗତ ୨ ବର୍ଷ ହେଲା ଜାରି ରହିଥିବା ଅନିଶ୍ଚିତତା ମଧ୍ୟରେ ବଡ଼ ଘୋଷଣା କରିଛି ସିବିଏସ୍‌ଇ। ୨୦୨୨ ଶିକ୍ଷାବର୍ଷ ପାଇଁ ବୋର୍ଡ ପରୀକ୍ଷା ନିୟମରେ ସିବିଏସ୍‌ଇ ପକ୍ଷରୁ ପରିବର୍ତ୍ତନ କରାଯାଇଛି। ୨୦୨୧-୨୨ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ଦୁଇଟି…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଛି…

ଭୁବନେଶ୍ୱର: ୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକ ଫ୍ଲାଗସିପ୍ ପ୍ରୋଗ୍ରାମ। କିନ୍ତୁ…

ମରାମତି ହେବ ଶ୍ରୀଜିଉ ଓ ବଡ଼ ଠାକୁରଙ୍କ…

ପୁରୀ: ମରାମତି ହେବ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ସୁବର୍ଣ୍ଣ ଶ୍ରୀଭୁଜ ମରାମତି କରାଯିବ। ଶ୍ରୀଜଗନ୍ନାଥଙ୍କ ଦୁଇଟି ଓ ଶ୍ରୀ ବଳଭଦ୍ରଙ୍କର ଦୁଇଟି ଶ୍ରୀଭୂଜ ମରାମତି କରାଯିବ। ଶ୍ରୀଭୂଜର ଖଡୁ ବା ବଳା ଓ ପାପୁଲି, ଆଙ୍ଗୁଠିର ମରାମତି କରାଯିବ। ସୁନା ଦ୍ୱାରା ଏହାର ମହାମତି…

ଭୀମଟାଙ୍ଗୀ ହତ୍ୟାକାଣ୍ଡରେ ଟ୍ୱିଷ୍ଟ:…

ଭୁବନେଶ୍ବର: ରାଜଧାନୀ ଭୀମଟାଙ୍ଗୀ ହତ୍ୟାକାଣ୍ଡ ନୂଆ ଟ୍ୱିଷ୍ଟ। ପୁଲିସର ତଥ୍ୟ ମୁତାବକ ହତ୍ୟାକାରୀ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଭିଡିଓ କଲ କରିଥିଲା। ଏକ ଅଜଣା ନମ୍ବରରୁ ରାକେଶଙ୍କ ହ୍ୱାଟ୍ସଆପକୁ ଭିଡିଓ କଲ ଆସିଥିଲା। ଭିଡିଓ କଲରେ ଦେଖିଥିଲେ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ଶରୀର। ଆଉ ଫୋନ କଲ ପାଇବା ପରେ…

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ…

ଭୁବନେଶ୍ବର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ। କୋଭିଡ୍‌ ମହାମାରୀ ସମୟରେ ଏହି ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ କିମ୍ବା ଗହମ ଦିଆଯିବ। ଯୋଜନାର ଚତୁର୍ଥ ପର୍ଯ୍ୟାୟ ସମ୍ପ୍ରସାରଣ…

ରାଜ୍ୟରେ ବ୍ଲାକ୍‌ଫଙ୍ଗସରେ ୧୮ ମୃତ

ଭୁବନେଶ୍ୱର: ରାଜ୍ୟରେ ବ୍ଲାକ୍‌ଫଙ୍ଗସରେ ୧୮ ଜଣ ପ୍ରାଣ ହରାଇଛନ୍ତି। ଏଯାଏଁ ୧୨୯ ଜଣ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ତେବେ ରାଜ୍ୟରେ…

୧୨ ବିଜେପି ବିଧାୟକଙ୍କୁ ବର୍ଷେ ପାଇଁ…

ମୁମ୍ବାଇ: ୧୨ ଜଣ ବିଜେପି ବିଧାୟକଙ୍କୁ ବର୍ଷେ ପାଇଁ ବାସନ୍ଦ। ମହାରାଷ୍ଟ୍ର ବିଧାନସଭାର ମୈସୁମୀ ଅଧିବେଶନର ପ୍ରଥମ ଦିନରେ ୧୨ ଜଣ ବିଧାୟକଙ୍କୁ ସସ୍‌ପେଣ୍ଡ କରାଯାଇଛି। ବିଧାୟକଙ୍କ ଆସନ ପ୍ରତି ଅସମ୍ମାନ ଏବଂ ହାତାହାତି କାରଣରୁ ବିଧାୟକଙ୍କୁ ସସ୍‌ପେଣ୍ଡ କରାଯାଇଛି। ବାଚସ୍ପତିଙ୍କ କକ୍ଷରେ ଅଫିସର ଭାସ୍କର…

ରଥରେ ନରବିରାଳ ଚିତ୍ରକୁ ନେଇ ବିବାଦ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଖେିଇ ଆସୁଥିବା ବେଳେ ଚାଲିଛି ଚୂଡାନ୍ତ ପ୍ରସ୍ତୁତି। ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥକାମ। ହେଲେ ଶ୍ରୀଜିଉଙ୍କ ରଥରେ ନରବିରାଳ ଚିତ୍ରକୁ ନେଇ ବିବାଦ ଦେଖାଦେଇଛି। ରଥରେ ଏହି ଚିତ୍ରକୁ ନେଇ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି।…