Odisha Link
Bridging the Missing Links in Odisha
Daily Archives

July 5, 2021

ଏଣିକି କଲେଜ ଆସିବେ ସବୁ କର୍ମଚାରୀ

ଭୁବନେଶ୍ୱର: ଏଣିକି କଲେଜ ଆସିବେ ସବୁ କର୍ମଚାରୀ। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କଲେଜରେ ରୋଷ୍ଟର ଡୁ୍ୟଟି ପାଇଁ ନିଦେ୍ର୍ଧଶ ଥିଲା। ଉଚ୍ଚ ଶିକ୍ଷାନୁଷ୍ଠାନରେ ଏହି ରୋଷ୍ଟର ଡୁ୍ୟଟିକୁ ପ୍ରତ୍ୟାହାର କରି ନିଆଯାଇଛି। ଏଣିକି ସବୁ କର୍ମଚାରୀ କଲେଜ ଆସିବେ। ଉଚ୍ଚଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ…

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର। ଦେଶରେ ଲଗାତାର ଅହେତୁକ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। କରୋନା ମହାମାରୀ ସମୟରେ ତୈଳ ଦର ବୃଦ୍ଧି ସାଧାରଣଙ୍କ ଉପରେ ପ୍ରଭାବ ପକାଉଛି। ସୋମବାର ଦେଶରେ ପେଟ୍ରୋଲ ୩୫ ପଇସା ବୃଦ୍ଧି ଘଟିଥିବା ବେଳେ ଡିଜେଲ ଦରରେ କୌଣସି ପରିବରର୍ତ୍ତନ ଘଟିନାହିଁ।…

ରାଜ୍ୟରେ କରୋନା ସ୍ଥିତି ଅନୁଧ୍ୟାନ ପାଇଁ…

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। ଏଥିରେ ଅଛନ୍ତି କୋଲକାତା ଜନସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଶିବାନୀ ଦତ୍ତ। ତାଙ୍କ ସହ ଭୁବନେଶ୍ୱର ଏମ୍ସରୁ ଯୋଗ ଦେବେ ଡାକ୍ତର ପ୍ରଶାନ୍ତ ରାଘବ ମହାପାତ୍ର। କେନ୍ଦ୍ରୀୟ ଟିମ୍ ରାଜ୍ୟରେ କରୋନା…

ବନ୍ଦ ଘରୁ ମିଳିଲା ମହିଳାଙ୍କ ରକ୍ତ…

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କୁ ଜଘନ୍ୟ ହତ୍ୟା। ଭୁବନେଶ୍ୱର ଭୀମଟାଙ୍କୀ ଫେଜ୍-୧ରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ଘର ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର ହୋଇଛି। ଏଥିସହିତ ଉକ୍ତ ଘରୁ ଜଣେ ପୁରୁଷ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତେବେ ମୃତ ମହିଳାଙ୍କୁ ତାଙ୍କ…

କୃଷି ଓ ଉଚ୍ଚଶିକ୍ଷାରେ ନୟାଗଡ଼ର ଦୁରବସ୍ଥା…

ନୟାଗଡ଼: ଆଗକୁ ପୌର ନିର୍ବାଚନ ଓ ତା ପରେପରେ ପଞ୍ଚାୟତ ନିର୍ବାଚନ ଥିବାବେଳେ ନୟାଗଡ଼ ଜିଲ୍ଲାରେ ଏ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ କସରତ। ସରକାରଙ୍କ ପକ୍ଷରୁ ଏବେ ଫଳକପୋତା, ଉଦ୍‌ଘାଟନ, ଭିତ୍ତିପ୍ରସ୍ଥର ସ୍ଥାପନ ଓ ନୂଆ ଯୋଜନା ଘୋଷଣା ଯୁଦ୍ଧକାଳୀନ ବେଗରେ ଚାଲିଥିବା ବେଳେ ଏସବୁ ଭୋଟ ଭେଳିକି ବୋଲି…

ଜୁଲାଇ ୭ରୁ ୧୭ କଂଗ୍ରେସ କରିବ ପ୍ରତିବାଦ

ଭୁବନେଶ୍ବର: ଦିନକୁ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଦର ବଢ଼ିବାରେ ଲାଗିଛି। ଯାହାଫଳରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ଏସବୁକୁ ନଜରରେ ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜୁଲାଇ ୧୫ ତାରିଖ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନ କିଣିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।…

ମା’ ଓ ସ୍ତ୍ରୀଙ୍କଠୁ ମାଡ଼ ଖାଇଲେ…

ନୂଆଦିଲ୍ଲୀ: ନୂଆ କରି କମେଣ୍ଟ୍ରିଂ ଦୁନିଆରେ ପାଦ ଥାପିଛନ୍ତି ଟିମ୍‌ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଦିନେଶ କାର୍ତ୍ତିକ। ଭାଷ୍ୟକାର ଭାବେ ସେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ରେ ପଦାର୍ପଣ କରିଥିଲେ। ଏଥିସହିତ ସମସ୍ତ କ୍ରୀଡ଼ାପ୍ରେମୀଙ୍କ ମନ ଜିଣିବାରେ ମଧ୍ୟ ସଫଳ ହୋଇଥିଲେ। ହେଲେ ଶ୍ରୀଲଙ୍କା ଓ…

ଈଶ୍ବରଙ୍କ ଅଭିଶାପ- ଟଙ୍କା ଦିଅ ନହେଲେ…

ଅହମଦାବାଦ: ନିଜକୁ ଭଗବାନ ବିଷ୍ଣୁଙ୍କ କଳ୍କୀ ଅବତାର କହି ଚର୍ଚ୍ଚାରେ ଥିଲେ। ଏବେ ଦିବ୍ୟ ଶକ୍ତି ବଳରେ ସାରା ବିଶ୍ବରେ ମରୁଡ଼ି ସ୍ଥିତି ସୃଷ୍ଟି କରିବେ ବୋଲି ଧମକ ଦେଇଛନ୍ତି ଗୁଜୁରାଟର ରମେଶଚନ୍ଦ୍ର ଫେଫର। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ରମେଶଚନ୍ଦ୍ର ଫେଫର ଜଳ ସମ୍ପଦ ବିଭାଗରେ ଜଣେ ଇଞ୍ଜିନିୟର…

ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ…

ପୁରୀ: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କରୋନା କଟକଣା ଓ ବିନା ଭକ୍ତରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଚଳିତବର୍ଷ ଜୁଲାଇ ୧୨ ତାରିଖରେ ହେବ ଘୋଷଯାତ୍ରା। ଏସୁବ ମଧ୍ୟରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ ପିଏମ୍‌ ମୋଦୀ ଓ ଗୃହ ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି…

ସୁସ୍ଥ ହେଉଛନ୍ତି ଶ୍ରୀଜିଉ, ଆଜି ଲାଗି…

ପୁରୀ: ସ୍ନାନ ପୂର୍ଣ୍ଣିମା ପରଠୁ ଅସୁସ୍ଥ ହୋଇଥିଲେ ଶ୍ରୀଜିଉ। ଏବେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି ମହାବାହୁ। ଗତକାଲି ଚକାବିଜେ କରିଥିଲେ ଶ୍ରୀଜିଉ। ଆଜି ଅନଵସରର ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଲାଗି ହେବ ଦଶମୂଳ ମୋଦକ। ଏହି ସେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ୮ ଜଣ ବୈଦ୍ୟଙ୍କୁ ନିୟୋଜିତ…