ଜୁଲାଇ ଶେଷରେ ଯୁକ୍ତ ୨ ପରୀକ୍ଷା ଫଳ: ମନ୍ତ୍ରୀ
![](https://www.odishalink.com/wp-content/uploads/2021/07/samir-ranjan-dash.jpg)
ଭୁବନେଶ୍ବର: ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବା ଯୁକ୍ତ ଦୁଇ ପରୀକ୍ଷା ଫଳ। ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପୂର୍ବରୁ ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇବାର ଥିଲା, ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ୩୧ ସୁଦ୍ଧା ରେଜଲ୍ଟ ପାଇଁ ଚାଲିଛି ପ୍ରୟାସ’ ବୋଲି ଶ୍ରୀ ଦାଶ କହିଛନ୍ତି।