Odisha Link
Bridging the Missing Links in Odisha
Daily Archives

July 10, 2021

ରାଜଧାନୀରୁ ୨୫୦୦ କୋଟିର ହେରୋଇନ୍‌ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ ସ୍କ୍ବାଡକୁ ବଡ଼ ସଫଳତା। ସ୍ୱତନ୍ତ୍ର ସେଲର ଅଧିକାରୀମାନେ ଏକ ବଡ଼ ଡ୍ରଗ୍ସ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛନ୍ତି। ଆଜି ୩୫୪ କେଜି ଓଜନର ହେରୋଇନ୍‌ ଜବତ କରିଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ହେରୋଇନ୍‌ର ଆନୁମାନିକ ମୂଲ୍ୟ ୨୫୦୦ କୋଟି…

ପରଲୋକରେ ଶ୍ରୀମନ୍ଦିର ଦେବଦାସୀ ପରଶମଣି

ପୁରୀ: ଶ୍ରୀମନ୍ଦିର ଦେବଦାସୀ ପରଶମଣିଙ୍କର ପରଲୋକ ହୋଇଛି। ଗତକାଲି ରାତିରେ ଗଛକାଳି ସ୍ଥିତ ବାସଭବନରେ ସେ ଶୋଇଥିବା ବେଳେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କ ୯୪ ବର୍ଷ ହୋଇଥିଲା। ଆଜି ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ୱର୍ଗତ ପରଶମଣି ମହାପ୍ରଭୁଙ୍କ ଦେବଦାସୀ ଭାବରେ ସେବା…

ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ…

ଭୁବନେଶ୍ୱର: ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ​ବେଳେ ଆଉ ମାତ୍ର ଗୋଟିଏ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଭାଇ ଭଉଣୀଙ୍କୁ ସାଙ୍ଗରେ ରତ୍ନବେଦୀ ଛାଡି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ…

ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା…

ମୁମ୍ବାଇ: ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ୍। ପୂର୍ବରୁ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ ଏହି ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେବାର ଥିଲା। କିନ୍ତୁ ଶ୍ରୀଲଙ୍କା ଦଳର କେତେକ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ଏହାକୁ ୫ ଦିନ ଘୁଞ୍ଚାଇ ଦିଆଯାଇଛି। ନୂଆ କାର୍ଯ୍ୟସୂଚୀ…

ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କାଲି ସକାଳ ସୁଦ୍ଧା ଏହି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି।୧୯ ଜିଲ୍ଲାରୁ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୫ ଜିଲ୍ଲାଗୁଡିକ ହେଲା…

ଚିକିତ୍ସାରେ ଅବହେଳା ଅଭିଯୋଗର ତଦନ୍ତ…

କଟକ: କରୋନା ଦ୍ୱିତୀୟ ଲହର ସଂକ୍ରମଣ ସମୟରେ ବୁର୍ଲା ଭିମସାରରେ ସଂକ୍ରମିତଙ୍କ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ପାହ୍ୟାର ଅଧିକାରୀ ଅଭିଯୋଗର ତଦନ୍ତ କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ। ମୁଖ୍ୟ…

ଜନସଂଖ୍ୟା ବିଧେୟକ ୨୦୨୧: ଦୁଇରୁ ଅଧିକ…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଜନସଂଖ୍ୟା ବିଧେୟକ ୨୦୨୧ ପ୍ରସ୍ତତ କରାଯାଇଛି। ରାଜ୍ୟ ବିଧି ଆୟୋଗ ଏହାକୁ ଶେଷ ପର୍ଯ୍ୟାୟରେ ଅନୁଧ୍ୟାନ କରିବା ପରେ ସରକାରଙ୍କ ନିକଟରେ ଦାଖଲ କରିବେ। ଏହି ବିଧେୟକ ମୁତାବକ ୨ରୁ ଅଧିକ ପିଲାଙ୍କ ପିତାମାତା ସରକାରୀ ଚାକିରୀରୁ ବଞ୍ଚିତ ହେବେ ଏବଂ ନିର୍ବାଚନ ଲଢିପାରିବେ…

ଚେକିଂ ବେଳେ ହାବିଲଦାରଙ୍କୁ ଧକ୍କା ଦେଲା…

ଭୁବନେଶ୍ୱର: କରୋନା ସଂକ୍ରମଣ କାରଣରୁ କ୍ୟାଟେଗୋରୀ ‘ବି’ ଅନ୍ତର୍ଗତ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଜାରି ରହିଛି। ଏହି ସମୟରେ ଜଣେ ହାବିଲଦାରଙ୍କୁ ଧକ୍କା ଦେଇଛି ଅଟୋ। ଏଥିସହ ତାଙ୍କ ମୁଣ୍ଡ ଉପରେ ଅଟୋ ଚଢାଇ ଦେଇଛି ମଦ୍ୟପ ଚାଳକ।। ଫଳରେ ସମ୍ପୃକ୍ତ ହାବିଲଦାର ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ…

ଡାକ୍ତରଖାନାରେ ଆତ୍ମହତ୍ୟା କଲେ ମହିଳା

ରାୟଗଡ଼ା: ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆତ୍ମହତ୍ୟା କଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ମେଡିକାଲ ତୃତୀୟ ମହଲାରେ ଘଟିଛି। ଜଣେ ଜଣେ ମହିଳା ରୋଗୀ ମେଡିକାଲ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ମହିଳା ଜଣକ ୨୮ ବର୍ଷୀୟ ରଜନୀ ମେଲେକା। କୌଣସି…

ନୂଆ ରୂପ ନେବ ଭୁବନେଶ୍ୱର କଳିଙ୍ଗ…

ଭୁବନେଶ୍ବର: ଖୁବଶୀଘ୍ର ଦେଖିବାକୁ ମିଳିବ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମର ରୂପ। କଳିଙ୍ଗ ଷ୍ଟାଡିୟମରେ ୪୦୦ ମିଟର ଟ୍ରାକ୍‌ ଥିବା ଏକ ଇଣ୍ଡୋର ଆଥଲେଟିକ୍‌ ଷ୍ଟାଡିୟମ୍‌ ନିର୍ମାଣ ହେବାକୁ ଯାଉଛି। କେବଳ ସେତିକି ନୁହେଁ କଳିଙ୍ଗ ଷ୍ଟାଡିୟମ ପରିସରରେ ଏକ ବିଶ୍ୱସ୍ତରୀୟ ଟେନିସ୍ କୋର୍ଟ ନିର୍ମାଣ ହେବ। ଯେଉଁଠି…