ଭାରତର ପ୍ରଥମ କରୋନା ଆକ୍ରାନ୍ତ ପୁଣି…
ଥିରୁଅନନ୍ତପୁରମ୍: ଦେଶରେ ମହାମାରୀ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ବିଶେଷକରି ଜନବହୁଳ ରାଜ୍ୟ ଗୁଡ଼ିକରେ କରୋନା ମାମଲା କମିବାରେ ଲାଗିଛି। ଏସବୁ ମଧ୍ୟରେ ଆସିଛି ଏକ ବଡ଼ ଖବର। ଭାରତର ପ୍ରଥମ କୋଭିଡ୍-୧୯ ଚିହ୍ନଟ ହୋଇଥିବା ବ୍ୟକ୍ତି ପୁଣିଥରେ କରୋନା ପଜିଟିଭ ଚିହ୍ନଟ…