Odisha Link
Bridging the Missing Links in Odisha
Daily Archives

July 23, 2021

ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର: ବିଜେଡିର ମିଶ୍ରଣ ପର୍ବ। ଆଜି ଭୁବନେଶ୍ୱର ସ୍ଥିତ ମାନ୍ୟବର ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ(ବବି ଭାଇ)ଙ୍କ ସରକାରୀ କ୍ୱାର୍ଟର ପରିସରରେ ତାଙ୍କ ଉପସ୍ଥିତିରେ କେନ୍ଦୁଝର ଜିଲ୍ଲା ସାହାରପଡ଼ାର ଅଧ୍ୟକ୍ଷା ଶ୍ରୀମତୀ ରମ୍ଭାବତି ଦେହୁରୀ ଏବଂ ରାଇଡିହା ସରପଞ୍ଚ ଶ୍ରୀମତୀ…

ଡିଏଫଓଙ୍କୁ କ୍ଲିନ୍‌ଚିଟ୍‌: ବିଦ୍ୟା…

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଆଜି ଡିଏଫଓ ସଂଗ୍ରାମ ବେହେରାଙ୍କୁ ଜେରା…

ଅଶୋକ ଓ ଅର୍ପିତା ମିଳିବ ଅଟଳ ରତ୍ନ…

ଭୁବନେଶ୍ୱର: ଜାତୀୟ ପ୍ରଶିକ୍ଷକ ଅଶୋକ ପ୍ରସାଦ ଓ ଆନ୍ତର୍ଜାତିକ ଆଥଲେଟ୍ ଅର୍ପିତା ପରିଡା ପାଇବେ ଜାତୀୟ ଅଟଳ ରତ୍ନ ପୁରସ୍କାର। ଚଳିତ ମାସ ୨୪ ତାରିଖରେ ଗୋଆର ମାଡ଼ଗାଁରେ ସରକାରୀ କୋଭିଡ୍ ନିୟମ ଅନୁଯାୟୀ ଅଶୋକ ଓ ଅର୍ପିତାଙ୍କୁ ଅଟଳ ରତ୍ନ କ୍ରୀଡା ପୁରସ୍କାର ମିଳିବ। ଏହି ପୁରସ୍କାର ପାଇବାରେ ଅଶୋକ ଓ…

ଜମ୍ମୁ ଓ କାଶ୍ମୀର ସୀମାରେ ଡ୍ରୋନ, ୫…

ଶ୍ରୀନଗର: ପୁଣି ଜମ୍ମୁ ଓ କାଶ୍ମୀର ସୀମାରେ ଡ୍ରୋନ ଖସାଇଲେ ଯବାନ। ଶତ୍ରୁର ଉଦ୍ୟମକୁ ପଣ୍ଡ। ଜମ୍ମୁ ଓ କାଶ୍ମୀରର କଣାଚକ ଇଲାକା ଅନ୍ତର୍ଗତ ଭାରତୀୟ ସୀମାର ପ୍ରାୟ ୬ କିଲୋମିଟର ଭିତରେ ଏକ ଡ୍ରୋନକୁ ଖସାଇ ଦିଆଯାଇଛି। ଏଥିସହ ଏହା ହେକ୍ସାକପ୍ଟର ହୋଇଥିବାବେଳେ ତନ୍ମଧ୍ୟରୁ ୫ କେଜି ବିସ୍ଫୋରକ ଜବତ ହୋଇଛି।…

ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ…

ଭୁବନେଶ୍ବର: କରୋନା ମହାମାରୀ ସମୟରେ ରକ୍ତାଭାବ ସଂଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଆଜିର…

ଆକାଶ-ଏନଜି ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ନୂତନ ଜେନେରେସନ୍ ଆକାଶ-ଏନଜି ମିସାଇଲର ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହି ମିଶାଇଲରେ ବହୁଦେଶୀୟ ରାଡାର, କମାଣ୍ଡ, କଣ୍ଟୋଲ ଏବଂ ସଞ୍ଚାର ପ୍ରଣାଳୀରେ ଭଳି ସବୁ ପ୍ରକାର ହତିଆର ନିହିତ ରହିଛି। ଗତ ଦୁଇ ଦିନ ମଧ୍ୟରେ ୩୦ କିଲୋମିଟର ଷ୍ଟ୍ରାଇକ୍…

ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା…

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୨୩ ତାରିଖରୁ ଆରମ୍ଭ ହେବ ପିଜି ଏଣ୍ଟ୍ରାନ୍ସ। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ। ଆଜି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ଚଳିତ ବର୍ଷ ଯୁକ୍ତ ତିନି ଶେଷ…

ଟାଟୁରୁ କଳିରୁ ଯୌତୁକ ନିର୍ଯାତନା

କଟକ: ଟାଟୁକୁ ନେଇ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଫାଟ। ବିବାହର ୮ ମାସପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ। ନିଜ ସ୍ତ୍ରୀର ଚରିତ୍ରକୁ ନେଇ ସ୍ଵାମୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଜୀବନ ପ୍ରତି ବିପଦ ଥିବା କହିଛନ୍ତି ସ୍ୱାମୀ। ଏପରିକି ସ୍ତ୍ରୀ ଓ ତା' ବୟଫ୍ରେଣ୍ଡ ମିଶି ମାରିବାକୁ ଯୋଜନା କରୁଛନ୍ତି…

ଟ୍ରାଫିକ ପୁଲିସଙ୍କ ମହନୀୟତା

ରାଉରକେଲା: ରାଉରକେଲାରେ ସ୍ୱରେଜ କାମ ଅଧପନ୍ତରିଆ ହୋଇ ଥିବା ବେଳେ ଲଗାଣ ବର୍ଷାରେ ରାସ୍ତାର ସ୍ଥିତିକୁ ଆହୁରି ବେହାଲ ହୋଇପଡିଛିl ମୁଖ୍ୟ ମାର୍ଗ ମଂଗଳଭବନ ନିକଟରେ ସୃଷ୍ଟି ହୋଇଛି ବଡ଼ ବଡ଼ ଗର୍ତ୍ତl ଦୁର୍ଘଟଣା ଏଡ଼ାଇବାକୁ ବାରମ୍ବାର ଅଭିଯୋଗ ସ୍ୱତ୍ତ୍ବେ ଫଳ ଶୂନl ଏଭଳି ସ୍ଥିତିରେ ବର୍ଷାରେ ଭିଜି ଡିଉଟି…

କୋଭିଡ୍‌ରେ ମୃତ ୧୭ ସାମ୍ବାଦିକଙ୍କୁ…

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ କୋଭିଡ୍‌-୧୯ ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଞ୍ଜୁର କରାଯାଇଛି। ଭୁବନେଶ୍ୱରର ୪ ଜଣ, ବଲାଙ୍ଗୀର ଜିଲ୍ଲାର ୩ ଜଣ,…