Odisha Link
Bridging the Missing Links in Odisha
Daily Archives

July 23, 2021

ନୀଳାଦ୍ରି ବିଜେ: ଗୋଟି ପହଣ୍ଡିରେ…

ପୁରୀ: ଆଜି ମହାପ୍ରଭୁଙ୍କର ନୀଳାଦ୍ରି ବିଜେ। ଜନ୍ମବେଦୀରୁ ବାହୁଡ଼ିବା ପରେ ଆଜି ନୀଳକନ୍ଦରକୁ ବାହୁଡ଼ିବେ ମହାବାହୁ। ଏଥିପାଇଁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କର ପହଣ୍ଡି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରୁଛନ୍ତି। ରାମକୃଷ୍ଣ ଓ ମଦନମୋହନ ଶ୍ରୀମନ୍ଦିରକୁ ବିଜେ…

କମିଲା ସୁନା ଓ ରୂପା ଦର, ଜାଣନ୍ତୁ…

ନୂଆଦିଲ୍ଲୀ: କମିଲା ସୁନା ଓ ରୂପା ଦର। ଗତ କିଛିଦିନ ଧରି ସୁନା-ରୂପା ଦର ହ୍ରାସ ପାଇଛି। ଆଜି Multi Commodity Exchange(MCX)ରେ ସୁନା ଓ ରୂପା ଉଭୟ ଦରରେ ହ୍ରାସ ଘଟିଛି। ଆଜି MCXରେ ସୁନା ୦.୨୦ ପ୍ରତିଶତ ହ୍ରାସରେ କାରବାର ଚାଲିଛି। ସେହିପରି ରୂପା ଦର ଆଜି ୦.୦୨% ହ୍ରାସ ପାଇଛି। ଆଜି MCXରେ ସୁନା…

ଉଦ୍‌ଘାଟନ ହେଲା ଟୋକିଓ ଅଲିମ୍ପିକ୍ସ

ଟୋକିଓ: ଉଦ୍‌ଘାଟନ ହେଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ। ରଙ୍ଗୀନ ଆଲୋକରେ ଝଲସି ଉଠିଲା ଜାପାନ ନ୍ୟାସନାଲ ଷ୍ଟାଡିୟମ। ଜାପାନର ସମ୍ରାଟ ନାରୁହିଟୋ କ୍ରୀଡ଼ାର ଉଦ୍‌ଘାଟନ କରିଛନ୍ତି। ଉତ୍ସବରେ ବିଶ୍ୱବାସୀଙ୍କୁ ବିଶ୍ୱ ଶାନ୍ତି ଓ ସହାବସ୍ଥାନର ନୂଆ ବାର୍ତ୍ତା ଦେଇଛି ଟୋକିଓ ଅଲିମ୍ପିକ୍ସ।…

ଶିଳ୍ପା ସେଟ୍ଟୀଙ୍କ ବାସଭବନରେ…

ମୁମ୍ବାଇ: ଅଶ୍ଳିଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କ ପରେ ପରେ ଏବେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ରାଜ କୁନ୍ଦ୍ରାଙ୍କୁ ସାଙ୍ଗରେ ଧରି କ୍ରାଇମବ୍ରାଞ୍ଚ ଶିଳ୍ପା ସେଟ୍ଟୀଙ୍କ ବାସଭବନରେ ପହଞ୍ଚିଛି। ରାଜକୁନ୍ଦ୍ରାଙ୍କ କମ୍ପାନୀ ବିଆନରେ ଶିଳ୍ପା ସେଟ୍ଟୀ ବି ନିର୍ଦ୍ଦେଶକ…

+୩ ପାଠ୍ୟକ୍ରମରେ ସାମିଲ ହେବ ବିପର୍ଯ୍ୟୟ…

ଭୁବନେଶ୍ବର: ଏଣିକି ଯୁକ୍ତ ୩ରେ ପଢାଯିବ ବିପର୍ଯ୍ୟୟ ପରିଚାଳନା। ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। +୩ ପ୍ରଥମ ବର୍ଷ ଅଧ୍ୟୟନରେ ବାଧ୍ୟତାମୂଳକ ରହିବ ବିପର୍ଯ୍ୟୟ ପରିଚାଳନା କୋର୍ସ। କଳା, ବାଣିଜ୍ୟ ଏବଂ ବିଜ୍ଞାନ ୩ଟି ଯାକ ଫର୍ମାଟର ଛାତ୍ରଛାତ୍ରୀଙ୍କ…

ଫୋନ୍‌ ଟ୍ୟାପ୍ ନେଇ ଶାହଙ୍କ ଇସ୍ତଫା…

ନୂଆଦିଲ୍ଲୀ: କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ଫୋନ୍ ଟ୍ୟାପ୍‌ ହୋଇଛି। ଏଭଳି ଦାବି କରିଛନ୍ତି ଖୋଦ୍ ରାହୁଲ ଗାନ୍ଧୀ। ସେ କହିଛନ୍ତି ଏହା କେବଳ ମୋ ବ୍ୟକ୍ତିଗତ କଥା ନୁହେଁ, ବରଂ ଏହା ଜନତାଙ୍କ ସ୍ୱର ଉପରେ ଆକ୍ରମଣ। ଏଥିପାଇଁ ସେ ଅମିତ ଶାହଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି…

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ, ୩୬…

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା। ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ରାଇଗଡ଼ରେ ଭୂସ୍ଖଳନ ଘଟିଛି। ଏଥିରେ ମୃତକଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। କେବଳ ତାଲାଇରେ ୩୨ ଓ ସଖର ସୁତର ୱାଦିରେ ୪ ଜଣଙ୍କ ମୃତ ହୋଇଛି। ସେପଟେ ଆହୁରି ୩୦ ଜଣ ଘର ମଧ୍ୟରେ ଫସିଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ,…

ବଢ଼ିଲା ରାଜ୍ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପାଇଁ ସମସ୍ୟା ଆହୁରି ବଢ଼ିବାରେ ଲାଗିଛି। ଅଶ୍ଲୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ରାଜ ୨୭ ଜୁଲାଇ ପର୍ଯ୍ୟନ୍ତ ଜେଲରେ ରହିବେ। ମୁମ୍ବାଇ କୋର୍ଟ ତାଙ୍କ ରିମାଣ୍ଡକୁ ୨୭ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି…

ସାମ୍ନାକୁ ଆସିଲା ସୌମ୍ୟଙ୍କ ହାତଲେଖା…

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଆଜି ସୌମ୍ୟଙ୍କ ହାତଲେଖା ଡାଏରୀରେ…

ଡିଏଫଓଙ୍କୁ ୩ ଘଣ୍ଟାର ମାରାଥନ ଜେରା:…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ଘଟଣାରେ ପୁଲିସ ତଦନ୍ତ କରୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସହଯୋଗ କରୁଛି। ଆଜି ପୁଲିସ ଓ କ୍ରାଇମବ୍ରାଞ୍ଚ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ…