Odisha Link
Bridging the Missing Links in Odisha
Daily Archives

July 26, 2021

ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ

ନୂଆଦିଲ୍ଲୀ: ଅକ୍ଟୋବର ୩ରେ ଅନୁଷ୍ଠିତ ହେବ ଜେଇଇ ଆଡଭାନ୍ସଡ ପରୀକ୍ଷା।ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଇଆଇଟି ଗୁଡ଼ିକରେ ଆଡମିଶନ ପାଇଁ ଏହି ପରୀକ୍ଷା ସମଗ୍ର ଦେଶରେ ହେବ। https://twitter.com/dpradhanbjp/status/1419682783723606017 ସେହିପରି ଶ୍ରୀ…

କୋଭିଡ କଟକଣାରେ ପାଳନ ହେବ ରାଜ୍ୟସ୍ତରୀୟ…

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ପାଳନ ହେବ ରାଜ୍ୟସ୍ତରୀୟ ୭୫ ତମ ସ୍ବାଧୀନତା ଦିବସ। ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦାନ କରିବେ ବୋଲି ସୂଚନା ରହିଛି। ଏନେଇ ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗର…

ଖୋଲିପାରେ ଶ୍ରୀମନ୍ଦିର, ୪ରେ ନିଆଯିବ…

ପୁରୀ: ମହାମାର କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ମନ୍ଦିର ସମେତ ବିଭିନ୍ନ ଧାର୍ମିକଅନୁଷ୍ଠାନ ବନ୍ଦ ରହିଛି। ଏଥିସହିତ ଶ୍ରୀମନ୍ଦିର ଦ୍ବାର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହାନ୍ତି ଭକ୍ତ। ବିନା ଭକ୍ତରେ ରଥଯାତ୍ରା ସରିବା ପରେ ଶ୍ରୀମନ୍ଦିର ଖୋଲିବାକୁ…

କରୋନା କଟକଣାକୁ ଫୁ, ଭୋଜି ଖାଇଲେ ଶହ ଶହ…

ବ୍ରହ୍ମପୁର: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଏସବୁ ମଧ୍ୟରେ କରୋନା କଟକଣାକୁ .ଫୁ କରିଛନ୍ତି ଖୋଦ ନେତା। ଶାସକ ଦଳର ବିଧାୟକଙ୍କ ବିରୋଧରେ ଆସିଛି ଏଭଳି ଗୁରୁତର ଅଭିଯୋଗ। ଗଞ୍ଜାମ ଜିଲ୍ଲା ସୋରଡ଼ା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପାଙ୍କ ପ୍ରଥମ…

ଭୂତ ପାଇଁ ଅଟକିଲା କ୍ରିକେଟ୍‌ ମ୍ୟାଚ୍‌ !…

ନୂଆଦିଲ୍ଲୀ: ସାଧାରଣତଃ ବର୍ଷା, ଝଡ଼ ତୋଫାନ ବା ଖରାପ ଆଲୋକ ଯୋଗୁଁ କୌଣସି କ୍ରିକେଟ ମ୍ୟାଚ୍‌ ରୋକା ଯାଇଥାଏ। ଏସବୁ ବ୍ୟତୀତ ବିଭିନ୍ନ କାରଣରୁ ମଧ୍ୟ ଖେଳକୁ ରୋକାଯାଇଥାଏ। ହେଲେ ପ୍ରଥମଥର ପାଇଁ କୌଣସି ମ୍ୟାଚକୁ ଭୂତ କାରଣରୁ କିଛି ସମୟ ରୋକିବାକୁ ପଡ଼ିଛି। ଏକଥା ଆମେ କହୁନାହୁଁ। ସୋସିଆଲ ମିଡିଆରେ ଭାଇରାଲ…

ଇଂଲଣ୍ଡ ଯିବେ ସୂର୍ଯ୍ୟ ଓ ପୃଥ୍ବୀ,…

ନୂଆଦିଲ୍ଲୀ: ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ। ଏହାପୂର୍ବରୁ ଭାରତୀୟ ସ୍କ୍ବାର୍ଡରେ ପରିବର୍ତ୍ତନ କରିଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ)। ଶ୍ରୀଲଙ୍କା ଗସ୍ତରେ ଥିବା ପୃଥ୍ବୀ ଶ' ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ସ୍କ୍ବାର୍ଡରେ ସାମିଲ୍‌ କରିଛି…

କର୍ଣ୍ଣାଟକ ରାଜନୀତିରେ ହଟଚମଟ,…

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତିରେ ହଟଚମଟ। କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ଦୂର କରିବା ପାଇଁ ବିଜେପି ଶୀର୍ଷ ନେତୃତ୍ବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଇଛି ଗୁରୁଦାୟିତ୍ବ। ସୋମବାର ଦିନ ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି ବିଜେପି ଶୀର୍ଷ ନେତୃତ୍ବ। ଆଉ…

ACF ସୌମ୍ୟ ମୃତ୍ୟୁ ମାମଲା: ଆସିଲା…

କଟକ: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ଆସିବାରେ ଲାଗିଛି। ମୃତ୍ୟୁ ପଛର ପ୍ରକୃତ କାରଣର ଖିଅ ପୁଲିସ୍‌ ଖୋଜୁ ଥିବାବେଳେ ସୋମବାର ଆସିଛି ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ। ଆଜି ସୌମ୍ୟଙ୍କ ପରିବାରଙ୍କୁ ଶବ ବ୍ୟବଚ୍ଛେଦ ରିପୋର୍ଟ…

ରାଜଧାନୀରେ ଗୁଣ୍ଡାରାଜ, ବିଚ୍ ରାସ୍ତାରେ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗୁଣ୍ଡାରାଜ। ଭୁବନେଶ୍ବର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ଦୁଇ ଯୁବକଙ୍କୁ ଅତି ନିର୍ମମ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ମାଷ୍ଟରକ୍ୟାଣ୍ଟିନ କଦଳୀ ଗୋଦାମ ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନା ମୁତାବକ,…

ହାଇଦର ଏନ୍‌କାଉଣ୍ଟର ଘଟଣାରେ ରିପୋର୍ଟ…

ଭୁବନେଶ୍ୱର: ହାଇଦର ଏନକାଉଣ୍ଟର ମାମଲାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ଏନକାଉଣ୍ଟର ଘଟଣାରେ ରିପୋର୍ଟ ତଲବ କଲେ OHRC। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଏନକାଉଣ୍ଟର ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ରାଜ୍ୟ ମାନବାଧିକାର କମିଶନ । ଗୃହ ବିଭାଗ, ପୋଲିସ…