Odisha Link
Bridging the Missing Links in Odisha
Daily Archives

July 28, 2021

ମହାପ୍ରଭୁଙ୍କୁ ସୁନାର ଜିଭ ଛେଲା ଦାନ କଲେ…

ପୁରୀ: ଶ୍ରୀଜିଉଙ୍କୁ ୩ ଗୋଟି ସୁନାର ଜିଭ ଛେଲା ଦାନ କରିଛନ୍ତି ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ଟି ସୁବର୍ଣ୍ଣ ଜିଭି ଦାନ କରିଛନ୍ତି ଜନୈକ ଦାତା। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ, ଅନ୍ୟ ପ୍ରଶାସନ ଏବଂ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ଭୁବନେଶ୍ବର ବାସିନ୍ଦା ପଦ୍ମଚରଣ…

ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରରେ…

ଭୁବନେଶ୍ବର: ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର।ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣୀ ଉତ୍ସବରେ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଛି। ସ୍ଥାନୀୟ…

୪ ଖେଳାଳି କଲେ ଟି-୨୦ ଡେବ୍ୟୁ, ୬ ବୋଲର…

କଲମ୍ବୋ: ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଛି ଦ୍ବିତୀୟ ଟି-୨୦ ମ୍ୟାଚ୍। ଶ୍ରୀଲଙ୍କା ଦଳ ଟସ୍‌ ଜିତି ବୋଲିଂର ନିଷ୍ପତ୍ତି ନେଇଛି। ଯାହାଫଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବ। ଏଥିସହିତ ଟିମ୍‌ ଇଣ୍ଡିଆ ୪ ଖେଳାଳି ଟି-୨୦ ଡେବ୍ୟୁ କରିଛନ୍ତି। ଋତୁରାଜ ଗାଏକଓ୍ବାଡ, ଦେବଦତ୍ତ…

ଜୁଲାଇ ୩୧ରେ ଯୁକ୍ତ ୨ ପରୀକ୍ଷା ଫଳ

ଭୁବନେଶ୍ବର: କରୋନା କାଳରେ ବାହାରିବ ଯୁକ୍ତ ୨ ପରୀକ୍ଷା ଫଳ। ଜୁଲାଇ ୩୧ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ। ୩୧ ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଜୁଲାଇ ୩୧ ପରେ ପ୍ରକାଶ ପାଇବ କଳା ଏବଂ ଧନ୍ଦାମୂଳକ…

ଏବେ ସାରା ଦେଶରେ ‘ଖେଲା…

ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ୫ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୋ ଫୋନ୍‌ ହ୍ୟାକ୍‌ ହୋଇଛି । ଅଭିଷେକ୍‌ର ଫୋନ୍‌ ମଧ୍ୟ ଆଗରୁ ହ୍ୟାକ୍‌ କରାଯାଇଛି। ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ମଧ୍ୟ ଫୋନ୍‌ ହ୍ୟାକ୍‌ କରାଯାଇଛି ବୋଲି ମମତା…

ଆଇସିୟୁରେ ଭର୍ତ୍ତି ହେଲେ ଚେଲ୍ଲାକୁମାର

ଭୁବନେଶ୍ୱର: ଆଇସିୟୁରେ ଭର୍ତ୍ତି ହେଲେ ଡ.ଏ.ଚେଲ୍ଲାକୁମାର। ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏନେଇ ଟ୍ୱିଟ କରି ଜଣାଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।…

ହାଇଦରର ପୁଅକୁ ମିଳିଲାନି ଜାମିନ

ଭୁବନେଶ୍ୱର: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିବା ବେଳେ ହାଇଦରର ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆବେଦନ କରିଥିଲା ବଡ଼ ପୁଅ ସେକ କାଦିର ଓରଫ ମୁନ୍ନା। ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍ ସେକ କାଦିର ଓରଫ ମୁନ୍ନାର ଜାମିନ ଆବେଦନ ଖାରଜ କରିଛନ୍ତି। ବାପାର…

କୋର୍ଟରେ ହାଜର ନ ହେଲେ କଙ୍ଗନାଙ୍କ…

ମୁମ୍ବାଇ: ବଲିଉଡର ପଙ୍ଗା କୁଇନ୍ କଙ୍ଗନା ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ବଲିଉଡ ଗୀତିକାର ଜାଭେଦ ଅଖତରଙ୍କ ମାନହାନୀ ମାମଲରେ କଙ୍ଗନାଙ୍କ ଅଡୁଆ ବଢ଼ିଛି। ଏପରିକି କୋର୍ଟ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିପାରନ୍ତି ବୋଲି ରାୟ ଶୁଣାଇ ଦେଇଛନ୍ତି। ଆଜି ଏହି ମାମଲାର ଶୁଣାଣି ଥିଲା। କିନ୍ତୁ…

ଯୁବତୀଙ୍କ ନଦୀକୁ ଡେଇଁବାକୁ ଉଦ୍ୟମ: ମୋତେ…

ଭୁବନେଶ୍ୱର: ଯୁବତୀଙ୍କ ନଦୀକୁ ଡେଇଁବାକୁ ଉଦ୍ୟମ। ‘ମୋତେ ଛାଡ଼.. ମୁଁ ବଞ୍ଚିବାକୁ ଚାହୁଁନାହିଁ...ମୁଁ ଡେଇଁବି’। ମୋତେ ଅଟକାଅ ନାହିଁ । ଏ ଜୀବନ ରଖି କିଛି ଲାଭ ନାହିଁ। ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିବା ଜଣେ ଯୁବତୀଙ୍କ ଏଭଳି ଚିତ୍କାର ସାମ୍ନାକୁ ଆସିଛି। ଯୁବତୀ ଜଣକ ନଦୀକୁ…

OAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି। ରାଜ୍ୟର ଦୁଇଜଣ ଓଏଏସ୍ ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି। ତିହିଡ଼ି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ବୌଦ୍ଧର ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ରେମୁଣାର ଏକ୍ସ-ତହସିଲଦାର ଚାର୍ଲସ୍…