ବରଗଡ଼ରେ ହେବ କ୍ୟାନସର କେୟାର ସେଣ୍ଟର
ବରଗଡ଼: ବରଗଡ଼ରେ ନିର୍ମାଣ ହେବ କ୍ୟାନସର କେୟାର ସେଣ୍ଟର। ଏଥିସହ ଆରମ୍ଭ ହେବ G+୫ କ୍ୟାନସର ଚିକିତ୍ସା ପ୍ରକ୍ରିୟା। ବରଗଡ଼ର କ୍ୟାନସର କେୟାର ସେଣ୍ଟର ପାଇଁ ୯୦କୋଟି ୨୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ।
Further strengthening healthcare infrastructure in the State, #Odisha Govt has started the process for construction of G+5 Cancer Care Center in Bargarh. The project will cost ₹ 90.27 crores and significantly benefit people of the region. #OdishaCares pic.twitter.com/BzpU3yQr8I
— CMO Odisha (@CMO_Odisha) August 13, 2021
ସୂଚନା ମୁତାବକ, ବରଗଡ଼ର G+୫ କର୍କଟ ସେବା କେନ୍ଦ୍ର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ପ୍ରାଶାସନିକ ଅନୁମତି ମିଳିଥିବା ସୂଚନା ମିଲିଛି। ଏହି କ୍ୟାନସର କେୟାର ସେଣ୍ଟର ହେଲେ ବରଗଡ଼ ଓ ଆଖପାଖ ଅଞ୍ଚଳର ରୋଗୀ ସୁବିଧାରେ ଚିକିତ୍ସା ପାଇପାରିବେ।