Odisha Link
Bridging the Missing Links in Odisha
Daily Archives

August 21, 2021

ଦାନବେଙ୍କ ବିବାଦୀୟ ମନ୍ତବ୍ୟ: ରାହୁଲ…

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଯୋଗ ଦେଇଥିବା ରାଓସାହେବ ଦାନବେଙ୍କ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ। ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ବୁଲା ଷଣ୍ଢ ସହିତ ତୁଳନା କରି ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ଦାନବେଙ୍କ ବିବାଦୀୟ ଭାଷଣକୁ ଅଭଦ୍ରାମି କହି କଂଗ୍ରେସ ଦଳ ତାଙ୍କୁ…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ…

ନୂଆଦିଲ୍ଲୀ: କରୋନା ସମୟରେ ଚାକିରୀ ହରାଇଥିବା ଲୋକଙ୍କ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, କୋରୋନାରେ ଚାକିରି ହରାଇଥିବା ଲୋକଙ୍କ pf ଅର୍ଥରାଶି ସରକାର ପ୍ରଦାନ କରିବେ। EPFO ଆକାଉଣ୍ଟ ଧାରକଙ୍କ pf ଆକାଉଣ୍ଟରେ ସରକାର ୨୦୨୨…

ପୁଣି ଚର୍ଚ୍ଚାରେ ୟୁଟ୍ୟୁବର୍‌ ଇସାକ୍‌…

ଭୁବନେଶ୍ବର: ଦିନ ମଜୁରିଆରୁ ସଫଳ ଲୋକପ୍ରିୟ ୟୁଟ୍ୟୁବର୍‌ ଇସାକ ମୁଣ୍ଡା ଏବେ ପୁଣି ଚର୍ଚ୍ଚାରେ। ଓଡ଼ିଶାର ଯୁବ ୟୁଟ୍ୟୁବର୍‌ ଇସାକ ମୁଣ୍ଡା ଅତି ସାଧାସିଧା ନିତିଦିନିଆ ଜୀନବ ସବୁ ୟୁଟ୍ୟୁବ୍‌ରେ ଲୋଡ୍‌ କରି ସେ ସାଉଁଟିଛନ୍ତି ଅସରନ୍ତି ପ୍ରଶଂସା। ନିଜ ୟୁଟ୍ୟୁବ୍‌ରୁ ସେ ଅର୍ଜି ପାରୁଛନ୍ତି ଲକ୍ଷ ଲକ୍ଷ…

ତାଲିବାନର ନୂଆ ନିୟମ: ଏକାଠି ପାଠ…

କାବୁଲ: ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ପ୍ରଥମ ଫତଓ୍ବା ଜାରି କରିଛି ତାଲିବାନ। ବିଶ୍ବ ବିଦ୍ୟାଳୟରେ ପୁଅ ଓ ଝିଅମାନେ ଏକାଠି ପାଠ ପଢିପାରିବେ ନାହିଁ।ଆଫଗାନିସ୍ତାନର ହେରାତ ରାଜ୍ୟରେ ତାଲିବାନ ପକ୍ଷରୁ ଏହି ନୂଆ ନିୟମ ଜାରି କରାଯାଇଛି। ନୂଆ ଫତଓ୍ବାରେ କୁହାଯାଇଛି ଯେ, ଶିକ୍ଷାନୁଷ୍ଠାନରେ ପୁଅ ଓ…

ସ୍କୁଲ ମାଡ଼ୁ ନଥିବା ପିଲାଙ୍କୁ…

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥା, ଶିକ୍ଷା କ୍ଷେତ୍ରରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ନିଆଯାଇଥିବା ପଦକ୍ଷେପ ଏବଂ ନୂଆ ଜାତୀୟ ନୀତି-୨୦୨୦ର କାର୍ଯ୍ୟକାରିତା ନେଇ ଶନିବାର ଭୁବନେଶ୍ୱର ଠାରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ ମାନଙ୍କ…

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୯୭୯…

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୯୭୯ ଆକ୍ରାନ୍ତ। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୧ ଜଣ ଅଛନ୍ତି। ଏଥି ସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୪ ହଜାର ୨୨୪ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ…

ସ୍ମାର୍ଟ କ୍ଲାସରୁମର ଉଦଘାଟନ କଲେ…

ଗଞ୍ଜାମ: ସ୍ମାର୍ଟ କ୍ଲାସରୁମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ବ୍ଲକର ୫୦ଟି ହାଇସ୍କୁଲର ରୂପାନ୍ତରଣ କରାଯାଇଛି। ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ପିଲା ହେଉଛି ଅନନ୍ତ ସମ୍ଭାବନାର ପ୍ରତୀକ।…

ଆସନ୍ତାକାଲି ପବିତ୍ର ରାକ୍ଷୀ…

ପୁରୀ: ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତି। ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଥାଆନ୍ତି ଭଉଣୀ ସୁଭଦ୍ରା। ଏଥିପାଇଁ ପାଟରା ବିଶୋଇ ସେବାୟତଙ୍କ ଦ୍ୱାରା ଚାଲିଛି ପ୍ରଭୁଙ୍କ ପାଇଁ…

ଜନ୍ମମାଟିରେ ୪ ହକି ଖେଳାଳିଙ୍କୁ ଭବ୍ୟ…

ରାଉରକେଲା: ଜନ୍ମମାଟିକୁ ଫେରିଲେ ୪ ହକି ହିରୋ। ସୁନ୍ଦରଗଡ଼ରେ ପହଞ୍ଚିବା ପରେ ହକି ହିରୋଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଟୋକିଓ ଅଲିମ୍ପିକ୍ସରୁ ଫେରିବା ପରେ ଜନ୍ମମାଟି ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଦଳର ୪ ଖେଳାଳି। ଭାରତୀୟ ପୁରୁଷ ହକି ଦଳର ଉପ ଅଧିନାୟକ…

ଚିକିତ୍ସା ପାଇଁ ମୋଦିଙ୍କୁ ଗୁହାରି କଲେ…

ନୂଆଦିଲ୍ଲୀ: ଚିକିତ୍ସା ପାଇଁ ମୋଦିଙ୍କୁ ଗୁହାରି କଲେ ପୀଡ଼ିତା ଶିଶୁ। ଏକ ଦୁର୍ଲଭ ରୋଗରେ ପୀଡ଼ିତ ଅଛନ୍ତି ଦିଲ୍ଲୀରେ ବସବାସ କରୁଥିବା ୭ବର୍ଷର ମାହି। ଏହି ରୋଗ ଲକ୍ଷ-କୋଟି ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ହୋଇଥାଏ। ଏହି ରୋଗର ଚିକିତ୍ସା ପାଇଁ ପାଖାପାଖି ଅଢ଼େଇ କୋଟି ଟଙ୍କାର ଖର୍ଚ୍ଚ ହୋଇଥାଏ।…