Odisha Link
Bridging the Missing Links in Odisha
Daily Archives

August 26, 2021

ଆଉ ୭୧ ଦିନ, ଚିନ୍ତାରେ ମମତା

କୋଲକାତା: ଚିନ୍ତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଥିବା ମମତା ବାନାର୍ଜୀଙ୍କୁ ଘାରିଛି ମୁଖ୍ୟମନ୍ତ୍ରୀ ଚୌକି ଚିନ୍ତା। ନନ୍ଦିଗ୍ରାମ ବିଧାନସଭାରୁ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ଏହି ନେତା ମୁଖ୍ୟମନ୍ତ୍ରୀ ଆସନରେ…

ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର…

ଭୁବନେଶ୍ବର: ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ। ତୁମେମାନେ ବଡ ବଡ ସ୍ବପ୍ନ ଦେଖ । ତୁମ ଭିତରେ ଥିବା ବିପୁଳ ପ୍ରତିଭାକୁ ଉପଯୋଗ କରି ସ୍ବପ୍ନକୁ ସାକାର କର । ତୁମର ସଫଳତା ଆମ ସମାଜର ଗୌରବ। ବିଦ୍ୟାଳୟର ଗୌରବ। ପରିବାରର ଗୌରବ। ତେଣୁ ତୁମ ଜୀବନର ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ପରିଶ୍ରମ…

ପାକିସ୍ତାନ ଆମର ଦ୍ଵିତୀୟ ଘର: ତାଲିବାନ

ନୂଆଦିଲ୍ଲୀ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଫଗାନିସ୍ତାନର ସ୍ଥିତି। ଆଫଗାନିସ୍ତାନ କବ୍‌ଜା କରିବା ପରେ ତାଲିବାନ ଏବେ ସରକାର ଗଠନ କରିବା ଆରମ୍ଭ କରିଛି। ଏସବୁ ମଧ୍ୟରେ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି ତାଲିବାନ ପାକିସ୍ତାନକୁ ନିଜର ଦ୍ଵିତୀୟ ଘର ମାନିଥାଏ। ଆଫଗାନିସ୍ତାନର ମାଟି…

ଏ ବର୍ଷ ବି କମିଲା ଯୁକ୍ତ ୨ ସିଲାବସ୍

ଭୁବନେଶ୍ବର: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ହ୍ରାସ ପାଇବ ଯୁକ୍ତ ଦୁଇ ସିଲାବସ୍‌। ଏ ବର୍ଷ ବି ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ ବୈଠକରେ ଗୁରୁବାର ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ଛାତ୍ର-ଛାତ୍ରୀ ଇଣ୍ଟରନାଲ ପରୀକ୍ଷା ଦେବେ। ଏ ବିଷୟରେ…

ପରଲୋକରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ…

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ର। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଉମାଶଙ୍କର। ଗୁରୁବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଛି। ଏକମାତ୍ର ଓଡ଼ିଆ ଭାବରେ ସିବିଆଇ ନିର୍ଦ୍ଦେଶକ ରହିଥିବା ଉମାଶଙ୍କର ମିଶ୍ର ୨୦୦୩ରେ ସିବିଆଇ ନିର୍ଦ୍ଦେଶକ…

ମା’ ହେଲେ ଟିଏମ୍‌ସି ସାଂସଦ…

କୋଲକାତା: ମା' ହେଲେ ଟିଏମ୍‌ସି ସାଂସଦ ତଥା ବଙ୍ଗାଳି ଅଭିନେତ୍ରୀ ନୁସରତ ଜହାଁ। ଆଜି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ସେ। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ସୂଚନା ରହିଛି। ଗତକାଲି ନୁସରତଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତା ୟଶ ଦାସଗୁପ୍ତା ନୁସରତଙ୍କୁ ହସ୍ପିଟାଲ…

Yahooର ନ୍ୟୁଜ୍‌ ଓ୍ବେବସାଇଟ୍‌ ଭାରତରେ…

ନୂଆଦିଲ୍ଲୀ: ଭାରତରେ ବନ୍ଦ ହେଲା ୟାହୁର ଡିଜିଟାଲ ନ୍ୟୁଜ୍‌ ପ୍ରକାଶନ ସଂସ୍ଥା। ଡିଜିଟାଲ ମିଡିଆରେ ନୂଆ ଏଫଡିଆଇ ନିୟମ ପାଇଁ ୟାହୁ ଏହି ସେବା ବନ୍ଦ କରି ଦେଇଛନ୍ତି। ଯାହାଫଳରେ ଇଣ୍ଟରନେଟରେ ୟାହୁ ନ୍ୟୁଜ, ୟାହୁ କ୍ରିକେଟ୍, ୟାହୁ ଫାଇନାନ୍ସ, ଏଣ୍ଟରଟେନମେଣ୍ଟ ଏବଂ ମେକର୍ସ ଇଣ୍ଡିଆର ସେବା ବନ୍ଦ…

ରାଜ୍ୟରେ ଶିଶୁଙ୍କୁ କରୋନା: ୪ ନବଜାତଙ୍କ…

ବାଲେଶ୍ବର: କରୋନାର ସାମ୍ଭବ୍ୟ ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ପ୍ରତିଦିନ ରାଜ୍ୟରେ ଶହେରୁ ଅଧିକ ଶିଶୁ ଆକ୍ରନ୍ତ ହେଉଥିବା ବେଳେ ଆଜି ପୁଣି ୧୩୦ ଜଣ ଶିଶୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ ବଲାଙ୍ଗିରରେ କରୋନାରେ ଜଣେ ତିନି ମାସର କଅଁଳ ଶିଶୁର…

ପିପିଲି ଉପନିର୍ବାଚନ ପାଇଁ ମତାମତ ଲୋଡିଲେ…

ଭୁବନେଶ୍ୱର: ଖୁବଶୀଘ୍ର ଘୋଷଣା ହୋଇପାରେ ପିପିଲି ଉପନିର୍ବାଚନ ତାରିଖ। କରୋନା ମହାମାରୀ ଭିତରେ କିଭଳି ନିର୍ବାଚନ କରାଯିବ, ସେନେଇ ସମସ୍ତ ରାଜନୈତିକ ଦଳଗୁଡିକର ମତାମତ ଲୋଡିଛନ୍ତି ନିର୍ବାଚନ କମିଶନ। ଅଗଷ୍ଟ ୩୦ ସୁଦ୍ଧା ମତାମତ ଦେବା ପାଇଁ କୁହାଯାଇଛି। ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଅନେକ…

ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ହତ୍ୟା…

କାବୁଲ: ତାଲିବାନ ଆଫଗାନିସ୍ତାନକୁ କବଜାୂ କରିବା ପରଠୁ ଦେଶରେ ଅନିଶ୍ଚିତତା ଓ ଆତଙ୍କର ବାତାବରଣ ଲାଗି ରହିଛି। ତାଲିବାନ ଗୋଟେ ପଟେ କହା ଉପରେ ପ୍ରତିଶୋଧ ନିଆଯିବ ନାହିଁ ବୋଲି କହୁଥିବା ବେଳେ ଅନ୍ୟପଟେ ଆଜି ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଛି। ସାମ୍ବାଦିକ ଜଣଙ୍କ ଆଫଗାନିସ୍ତାନର ଗରିବ ଲୋକଙ୍କ ଅଭାବ…