SCBରେ ଟିକାକରଣ ଜନିତ ମୃତ୍ୟୁ
![](https://www.odishalink.com/wp-content/uploads/2020/01/SCB-Medical-1.jpg)
କଟକ: SCB ଟିକା କେନ୍ଦ୍ରରେ ଟିକା ନେବା ପରେ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କରୋନା ୨ୟ ଡୋଜ୍ ଟିକା ନେବା ପରେ ବ୍ୟକ୍ତି ଜଣଙ୍କ କେନ୍ଦ୍ରରେ ୧୫ ମିନିଟ୍ ବସିଥିଲେ। ଏହି ସମୟରେ ଅସୁସ୍ଥ ହୋଇପଡ଼ିବାରୁ ବ୍ୟକ୍ତି ଜଣଙ୍କୁ କାଜୁଆଲିଟିକୁ ନିଆଯାଇଥିଲା। କାଜୁଆଲିଟିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।