Odisha Link
Bridging the Missing Links in Odisha
Daily Archives

September 7, 2021

ଓଏସଏସସି ଦୁର୍ନୀତି ମାମଲାରେ ଛାତ୍ର…

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ନିଯୁକ୍ତି ଦୁର୍ନୀତିକୁ ନେଇ ପ୍ରତିବାଦ। ନିଯୁକ୍ତିରେ ବ୍ୟାପକ ଜାଲିଆତି ଅଭିଯୋଗ କରି ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିଛି।  ବିଧାନସଭା ଚାଲିଥିବାବେଳେ ନିଜର ଦାବି ରଖିବା ପାଇଁ ଛାତ୍ର କଂଗ୍ରେସ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଧାନସଭା…

ସ୍କୁଲରୁ ୨୦ ପଜିଟିଭ୍ ଚିହ୍ନଟ, ସପ୍ତାହେ…

ଭୁବନେଶ୍ୱର: ରାଜ୍ୟରେ ଶିଶୁଙ୍କୁ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ହାଇସ୍କୁଲରେ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ୭ ଦିନ ପାଇଁ ବିଦ୍ୟାଳୟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ବିଦ୍ୟାଳୟରୁ ମୋଟ ୩୪୪ଟି ନମୁନା ସଂଗ୍ରହ…

ବିଧାନସଭାରେ ଉଠିଲା ଏସିଏଫ୍ ସୌମ୍ୟ…

ଭୁବନେଶ୍ବର: ବିଧାନସଭାରେ ଉଠିଲା ଏସିଏଫ୍ ସୌମ୍ୟ ମୃତ୍ୟୁ ପ୍ରସଙ୍ଗ। ଏସି ଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ। ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି, ଏସିଏଫଙ୍କ ମୃତ୍ୟୁ ମାମଲାରେ ଡିଏଫଓ, ଏସିଏଫଙ୍କ ପତ୍ନୀ ଓ ତାଙ୍କ ରୋଷେୟା ନାଁ…

କରୋନା ଲକ୍ଷଣ ଥିବା ପିଲାଙ୍କୁ ସ୍କୁଲ…

 ଭୁବନେଶ୍ୱର: ସ୍କୁଲ ପିଲାଙ୍କୁ କରୋନା ସଂକ୍ରମଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ପିଲାଙ୍କୁ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଛି। କିନ୍ତୁ କେତେ ଜଣଙ୍କ ପାଖରେ ଲକ୍ଷଣ ଅଛି ଆଉ କେତେ ଗୁରୁତର ତାକୁ ଦେଖିବାକୁ ପଡିବ। ଏଥିସହ ପିଲାଙ୍କୁ ସଂକ୍ରମଣରୁ…

କମିଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: କମିଲା ସୁନା ଓ ରୁପା ଦର। ଘରୋଇ ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସୁନାର ମୂଲ୍ୟ ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଏମସିଏକ୍ସରେ, ସୁନା ୦.୦୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୭,୪୦୬ ଟଙ୍କା ହୋଇଛି। ସେହିପରି ରୂପା ଦାମ୍ ୦.୧୩ ପ୍ରତିଶତ ହ୍ରାସ ପାଇ ୬୫,୨୦୮…

କୂଳ ଲଙ୍ଘି ଜନବସତି ମୁହାଁ ସମୁଦ୍ର

ଜଗତସିଂହପୁର: କୂଳ ଲଙ୍ଘି ଜନବସତି ମୁହାଁ ସମୁଦ୍ର। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଶିଆଳି ନିକଟରେ ଜନବସତି ଆଡ଼କୁ ମାଡିଆସିଲା ସମୁଦ୍ର। ସମୁଦ୍ର କୂଳ ଲଙ୍ଘିବା ଫଳରେ ଦୁଇ ଶହ ମିଟର ଲମ୍ବ ଏବଂ ୫୦ ମିଟର ଚଉଡାର ଅତଡ଼ା ଖସି ପଡ଼ିଛି। ସମୁଦ୍ର ନିକଟବର୍ତ୍ତୀ ପଦ୍ମପୁର, ଶିଆଳି, ରାମତରା ଓ କଳାବେଦୀ ଆଦି…

ଚିଟ୍‌ଫଣ୍ଡ ଲିଙ୍କରେ ପୂର୍ବତନ ବିଧାୟକ…

ଭୁବନେଶ୍ବର: ଚିଟ୍‌ଫଣ୍ଡ ଲିଙ୍କରେ ପୂର୍ବତନ ବିଧାୟକ ଗିରଫ। ବିଶାଖାପାଟଣା ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ତଥା ୱାଇଏସ୍‌ଆର୍‌ସିପି ନେତା ମଲ୍ଲା ବିଜୟ ପ୍ରସାଦଙ୍କୁ ଗିରଫ କରିଛି ଓଡ଼ିଶା ପୁଲିସ। ୨୦୧୯ ଚିଟ୍‌ଫଟ୍‌ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ବିଶାଖାପାଟନାରୁ କ୍ରାଇମବ୍ରାଞ୍ଚ…

ତାଲିବାନୀଙ୍କ ଉପରେ ଅଜ୍ଞାତ ସାମରିକ…

କାବୁଲ: ତାଲିବାନ୍ ପଞ୍ଜଶିରକୁ ସଂପୂର୍ଣ୍ଣ ଦଖଲ କରିବା ସହ ପଞ୍ଜଶିର ଗଭର୍ଣ୍ଣର ହାଉସରେ ତାଲିବାନ୍ ପତାକା ଉଡ଼ାଇଛି। ତଥାପି ଶେଷ ହୋଇନି ଯୁଦ୍ଧ। ପଞ୍ଜଶୀର ଘାଟିରେ କିଛି ଅଜ୍ଞାତ ସାମରିକ ବିମାନ ଆକ୍ରମଣ କରିଥିବା ଖବର ମିଳିଛି। ତାଲିବାନୀଙ୍କ ଠିକଣାକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଗତକାଲି…

ଶ୍ରେଣୀ ମଝିରେ ପରଦା: ଗୋଟିଏ ପାର୍ଶ୍ୱରେ…

ଆଫଗାନିସ୍ତାନ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ବଦଳି ଯାଇଛି ବିଶ୍ୱବିଦ୍ୟାଳୟ ଚିତ୍ର। ଆଉ ଶ୍ରେଣୀରେ ଏକାଠି ବସୁ ନାହାନ୍ତି ଛାତ୍ରଛାତ୍ରୀ। ଏବେ ଶ୍ରେଣୀ ମଝିରେ ଟଣା ଯାଉଛି ପରଦା। ପରଦାର ଗୋଟିଏ ପାର୍ଶ୍ୱରେ ଛାତ୍ର ଏବଂ ଅନ୍ୟ ପାର୍ଶ୍ୱରେ ଛାତ୍ରୀ ବସିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ…

ଆସନ୍ତା ୧୩ରେ କଟକ ବନ୍ଦ ଡାକରା

କଟକ: ଆସନ୍ତା ୧୩ରେ କଟକ ବନ୍ଦ ଡାକରା। ପାର୍ବଣରେ ୪ ଫୁଟ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ନିର୍ଦ୍ଦେଶକୁ ବିରୋଧ କରି କଟକରେ ପ୍ରତିବାଦ। ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ କାର୍ଯ୍ୟକର୍ତା ସମେତ ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି। ଗଣେଶ ପୂଜାରେ ବିଭିନ୍ନ ପୂଜା ମଣ୍ଡପରେ ମୃଣ୍ମୟୀ…