ସୁସ୍ଥ ହେଲା ମଞ୍ଜୁଳା
କଟକ: ସାପ କାମୁଡ଼ା ପରେ ବିଷ ଜ୍ୱଳାରେ ଛଟପଟ ହେଉଥିବା ମଞ୍ଜୁଳା ଏବେ ସୁସ୍ଥ ହୋଇଛି। ୪ ମାସ ପୂର୍ବେ ଗୁରୁତର ହୋଇପଡ଼ିଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟର ୯ ବର୍ଷୀୟା ନାବାଳିକା ମଂଜୁଳା ମୁହଁରେ ଶେଷରେ ଫୁଟିଛି ହସ। କଟକ ବଡ ମେଡିକାଲର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ନୂଆ ଜୀବନ ପାଇପାରିଛି…