Odisha Link
Bridging the Missing Links in Odisha
Daily Archives

September 21, 2021

ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ

କଳହାଣ୍ଡି: ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ। ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ଟିଭି ସେଣ୍ଟରପଡାରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସୂଚନା ମୁତାବକ, ୫୦ ବର୍ଷୀୟ ହଳଧର ଗୌଡଙ୍କ ଟାଙ୍ଗିଆ ଚୋଟରେ ତାଙ୍କ ସ୍ତ୍ରୀ ପ୍ରାଣ ହରାଇଛନ୍ତି। ମୃତକ…

୨ ହଜାର କୋଟିର ହେରୋଇନ୍‌ ଜବତ

ଅହମଦାବାଦ: ହେରୋଇନ୍‌ ଚୋରାଚାଲାଣର ବଡ଼ ରାକେଟର ପର୍ଦ୍ଦାଫାସ। ଗୁଜରାଟର ଗୋଟିଏ ବନ୍ଦରରୁ ସୁରକ୍ଷା ଅଧିକାରୀମାନେ ପ୍ରାୟ ୩ ଟନ୍‌ ଓଜନର ହେରୋଇନ ଜବତ କରିଛନ୍ତି। ଏହାର ବଜାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ଏହି ନିଶାଦ୍ରବ୍ୟ ଆଫଗାନିସ୍ତାନରୁ ସମୁଦ୍ର ପଥରେ ଭାରତର ଗୁଜରାଟରେ ପହଞ୍ଚିଥିଲା।…

ଆଖଡା ପରିଷଦ ମୁଖ୍ୟଙ୍କ ମୃତ୍ୟୁ ମାମଲାରେ…

ପ୍ରୟାଗରାଜ: ପ୍ରୟାଗରାଜର ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ୍ୟୁ ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଶିଷ୍ୟ ଆନନ୍ଦ ଗିରିଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ନିଜ ମଠରେ ହିଁ ନରେନ୍ଦ୍ର ଗିରିଙ୍କ ଝଲନ୍ତା ମୃତଦେହ ମିଳିଥିଲା। ତଦନ୍ତ ବେଳେ ପୁଲିସ ଘଟଣାସ୍ଥଳରୁ…

ରାସ୍ତାରେ ଆମ୍ବୁଲାନ୍ସ ଖରାପ ହେବାରୁ…

ସମ୍ବଲପୁର: ରାସ୍ତାରେ ୧୦୮ ଆମ୍ବୁଲାନ୍ସ ଖରାପ ହେବାରୁ ଚାଲିଗଲା ରୋଗୀଙ୍କ ଜୀବନ। ଏମିତି ଏକ ଅଭିଯୋଗ ଆସିଛି ସମ୍ବଲପୁରରୁ। ସୋମବାର ଅପରାହ୍ଣରେ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ମହିଳା ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଧରି ଏକ ୧୦୮ ଆମ୍ବୁଲାନ୍ସ ବୁର୍ଲା ବଡ଼ ମେଡିକାଲକୁ ଯାଉଥିଲା। ତେବେ ଆମ୍ବୁଲାନ୍ସଟି…

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଛି ବୋର୍ଡ ଅଫ ସେକେଣ୍ଡାରୀ ଏକଜୁକେସନ୍ ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଫଳ। ବୋର୍ଡ ନିଜସ୍ୱ ୱେବସାଇଟରେ ଏହି ପରୀକ୍ଷା ଫଳ ଉପଲବ୍ଧ ରହିଛି। ୨୦୨୧ ଏପ୍ରିଲ ୯ତାରିଖରେ ଏହି ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବୋର୍ଡ ପକ୍ଷରୁ…

ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ

ମୁମ୍ୱାଇ: ଅଶ୍ଲୀଳ ଫିଲ୍ମ ପ୍ରସ୍ତୁତ କରିବା ମାମଲାରେ ରାଜ୍‌ କୁନ୍ଦ୍ରାଙ୍କୁ ମିଳିଛି ଜାମିନ। ୫୦ ହଜାର ଟଙ୍କାର ମୁଚାଲିକା ବଦଳରେ ତାଙ୍କୁ ଜାମିନ୍‌ ମିଳିଛି। ପର୍ଣ୍ଣୋଗ୍ରାଫି ମାମଲାରେ ଫସିଥିବା ରାଜ୍ କୁନ୍ଦ୍ରାଙ୍କୁ ଜୁଲାଇ ୧୯ରେ ପୋଲିସ ଗିରଫ କରିଥିଲା। ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ…

ଭିଜିଲାନ୍ସ ଜାଲରେ ନେସ୍କୋ SDO

କେନ୍ଦୁଝର: ଭିଜିଲାନ୍ସ ଜାଲରେ ନେସ୍କୋ SDO। କେନ୍ଦୁଝର ଜିଲ୍ଲା ବିଦ୍ୟୁତ ବିଭାଗର SDO ମହେଶ୍ବର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ ଜାରି କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ବିଦ୍ୟୁତ ବିଭାଗର SDO ମହେଶ୍ବର ସେଠୀଙ୍କ ଘରେ ଚଢାଉ ହୋଇଛି। ଏ ସୂଚନା ମୁତାବକ, ଅଫିସ ସମେତ ଏକକାଳୀନ…

ପ୍ରବଳ ବର୍ଷା ଆଶଙ୍କା, ୯ ଜିଲ୍ଲାକୁ…

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ରହିଥିବା ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ସମ୍ବଲପୁର ଓ ଦେବଗଡ଼…